Latest Odisha News

BREAKING NEWS

ସମ୍ବଲପୁର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା

ସମ୍ୱଲପୁର: ପଶ୍ଚିମ ଓଡ଼ିଶାରେ ବଢୁଛି କରୋନା ସଂକ୍ରମଣ । ସମ୍ବଲପୁର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ସମ୍ୱଲପୁର ଜିଲ୍ଲାରେ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ବୟସ ୬୭ ବର୍ଷ । ତାଙ୍କର ଉଚ୍ଚ ରକ୍ତଚାପ ଥିଲା । କୋଭିଡ୍ ପଜିଟିଭ ଚିହ୍ନଟ ପରେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲ ।

ଗତ ୨୪ ଘଣ୍ଟାରେ ସମ୍ୱଲପୁର ଜିଲ୍ଲାରୁ ୪୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୩୪୨କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ୍ ୧୬୬ ଥିବା ବେଳେ ସୁସ୍ଥ ହୋଇଛନ୍ତି ୧୭୫ ଆକ୍ରାନ୍ତ ।

Leave A Reply

Your email address will not be published.