ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଧୁ ପକ୍ଷରୁ ମେଗା ରକ୍ତ ଦାନ ଶିବିର ଆରମ୍ଭ ହୋଇଯାଇଛି । ଆସନ୍ତା ସପ୍ତାହେବ୍ୟାପୀ ରାଜ୍ୟର ୩୦ଟି ଜିଲ୍ଲା ଓ ସଦରମହକୁମାରେ ଏହି ରକ୍ତଦାନ ଶିବିର ଅଭିଯାନ ଚାଲିବ । ଆଜି ପ୍ରଥମ ଦିନରେ ୨୯ଟି ଜିଲ୍ଲାରୁ ୧୪୫୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଭୁବନେଶ୍ୱରଠାରେ ବିଜୁ ଜନତା ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଓଡ଼ିଶା ମୋ ପରିବାରର ଅବାହାକ ଅରୁପ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । କ୍ରାନ୍ତି ଦିବସ ତଥା ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନରେ ୧୦ ହଜାର ୟୁନିଟ ରକ୍ତ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
BREAKING NEWS
- କିଏ ମାରିବ ଝାଡ଼ଖଣ୍ଡ ବାଜି ?
- ନାବାଳିକା ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ
- ‘ବିଶ୍ୱରେ ଓଡ଼ିଶାର ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀର ବିଶେଷ ପରିଚୟ ରହିଛି’: ମୁଖ୍ୟମନ୍ତ୍ରୀ
- ଦକ୍ୟାଚ ଓଡିଶା: ଭଞ୍ଜ କଳା ମଣ୍ଡପରେ ଆୟୋଜିତ ହେବ ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବ ‘ଦଶରୂପକମ୍’
- ଦ୍ୱିଶତକ ସତ୍ୱେ ସେହ୍ୱାଗ ପୁଅ ଆର୍ଯ୍ୟବୀରଙ୍କୁ ଦେବେନି ସ୍ୱତନ୍ତ୍ର ଉପହାର
- ଡାକୁ ମାଝୀ ହତ୍ୟା ମାମଲା: ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷ ପ୍ରମାଣିତ
- ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ
- ପର୍ଥ ଟେଷ୍ଟ: ବୁମରାହଙ୍କ ଚମତ୍କାର ବୋଲିଂ, ଗୋଟିଏ ଦିନରେ ପଡିଲା ୧୭ ୱିକେଟ
- ବ୍ୟାନ ହେବ କି ‘ପୁଷ୍ପା-୨’? ବିବାଦରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ
- ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ, ଜାଣନ୍ତୁ କିପରି ଜାଣିବେ ଫଳାଫଳ
Comments are closed.