Latest Odisha News

BREAKING NEWS

ରାଜ୍ୟର ଏହି ୨୦ ଜିଲ୍ଲାରେ ବଜ୍ରପାତ ଆଶଙ୍କା: ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ୨୦ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି।

ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର,କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ,ନୟାଗଡ଼, ଗଞ୍ଜାମ, ଗଜପତି,କେନ୍ଦୁଝର, ମୟୁରଭଞ୍ଜ, ପୁରୀ, ଯାଜପୁର, ଢେଙ୍କାନାଳ, ଦେଓଗଡ଼, ସୁଫରଗଡ଼, ଖୋର୍ଦ୍ଧା ଓ ସମ୍ବଲପୁର ଆଦି ଜିଲ୍ଲାର ଲୋଙ୍କୁ ବିଭାଗ୍ ପକ୍ଷରୁ ସତର୍କ ସୂଚନା । ଦିନ ୧୦.୩୦ ଯାଏଁ ଘରେ ରହିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

Comments are closed.