Latest Odisha News

BREAKING NEWS

ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ, ପୋଲିସର ଛାନଭିନ୍ ଜାରି

ସମ୍ବଲପୁର: ସମ୍ବଲପୁରର ଟାଉନ ଥାନା ଅନ୍ତର୍ଗତ ମୋଦିପଡା ସ୍ଥିତ ଏକ ବନ୍ଦ ଘର ମଧ୍ୟରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ବନ୍ଦ ଘରେ ଏକ ଦମ୍ପତି ରହୁଥିବା ବେଳେ କିଛି ଦିନ ହେବ ଘର ବନ୍ଦ ରହିଛି । ଏହାବ୍ୟତିତ ପାଖ ପଡୋଶୀ ମାନେ ମଧ୍ୟ ତାଙ୍କୁ ଅନେକ ଦିନ ଧରି ଦେଖିନଥିବା ପ୍ରକାଶ କରିଛନ୍ତି ।

ଅପରପକ୍ଷରେ ଉକ୍ତ ଦମ୍ପତ୍ତି ସେହି ଘରେ ଅଛନ୍ତି କିମ୍ବା ଅନ୍ୟ କୁଆଡେ ପଳାଇଛନ୍ତି, ସେନେଇ ସନ୍ଦେହ ପ୍ରକାଶ ହେଉଥିବା ବେଳେ ପୋଲିସ ପକ୍ଷରୁ ଛାନଭିନ୍ ଜାରି ରହିଛି ।

Leave A Reply

Your email address will not be published.