Latest Odisha News

BREAKING NEWS

ଦେଖନ୍ତୁ ବାତ୍ୟା ବେଳର ଛାତିଥରା ଦୃଶ୍ୟ, ଗଛ ଉପୁଡ଼ିବା ପରେ କଣ ହେଲା ….

ମୁମ୍ବାଇ: ବାତ୍ୟା ବେଳର ଛାତିଥରା ଦୃଶ୍ୟ । ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଗଲା ଜୀବନ । ପବନରେ ରାସ୍ତାକଡ଼ରେ ଥିବା ଗଛ ହଠାତ୍ ଉପୁଡ଼ି ପଡ଼ିଲା । ସେହି ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କ ଉପରେ ପଡ଼ିବା ବେଳର ଦୃଶ୍ୟ ଦେଖନ୍ତୁ ।

ରଖେ ହରି ତ ମାରେ କିଏ । ଏହି ଭିଡିଓ ହିଁ ଏହି ଦୁଇ ପଦ କଥାକୁ ଏଠାରେ ପ୍ରତିପାଦିତ କରୁଛି । ଯୁବତୀ ଜଣଙ୍କ ଆଗକୁ ଦୌଡ଼ି ପଳାଇଲେ । କେଇ ସେକେଣ୍ଡ ଏପଟ ସେପଟ ହୋଇଥିଲେ କଣ ଯେ ହୋଇ ଥାଆନ୍ତା ତାହା କଳ୍ପନା ବାହାରେ । ଏହି ଘଟଣା ଘଟିଛି ମୁମ୍ବାଇରେ । ଗତକାଲି ପ୍ରବଳ ବର୍ଷା ଓ ପବନ ପରେ ଗଛଟି ଉପୁଡି ପଡ଼ିଥିଲା ।

Leave A Reply

Your email address will not be published.