Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

ଖୋଲିଲା ରହସ୍ୟ, ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଆସିଛନ୍ତି ଯୁବତୀ ଜଣଙ୍କ

କଟକ: ଖୋଲିଲା ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି । ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଯୁବତୀ ଜଣଙ୍କ ଆସିଛନ୍ତି ବୋଲି କହିଛନ୍ତି ଡିସିପି । ତେବେ ଏନେଇ ବାଂଲାଦେଶ ଏମ୍ବାସୀକୁ ସରକାରୀ ସ୍ତରରେ ଜଣାଯିବ ।…

ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା

ସୁନ୍ଦରଗଡ: ପୁଣି ଖାତାକୁ ଗଲା ସୁଭଦ୍ରାର କିସ୍ତି । ବାଦ୍ ପଡିଥିବା ଯୋଗ୍ୟ ଆଉ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆଜି ୫ ହଜାର ଟଙ୍କା ସୁଭଦ୍ରା ଟଙ୍କା ଚଢିଛି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆକାଉଣ୍ଟକୁ ସୁନ୍ଦରଗଡରେ ଆୟୋଜିତ…

ଫଲୋଅର୍ସ ୫୦ ଲକ୍ଷରୁ ଅଧିକ, ମାତ୍ର ୧୫୫ରେ ହାରିଲେ ନିର୍ବାଚନ

ମୁମ୍ବାଇ: ସିନେ ଜଗତରେ ନିଜର ଛାପ ଛାଡିବା ପରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ରାଜନୀତିରେ ପାଦ ଥାପିଛନ୍ତି । କେତେକ ରାଜନୀତି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କେତେକଙ୍କ ଲୋକପ୍ରିୟତା ରାଜନୀତିରେ ଫେଲ୍ ମାରିଛି । ସେହିଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ର…

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ମୋଦି ୩.୦ରେ ସାମିଲ ହେବେ ଉଦ୍ଧବ ଠାକରେ?, ଭବିଷ୍ୟବାଣୀ କଲେ ରବି ରାଣା….

ନୂଆଦିଲ୍ଲୀ: ସରିଯାଇଛି ୨୪ ନିର୍ବାଚନ । ଆସନ୍ତାକାଲି ଅର୍ଥାତ ଜୁନ୍ ୪ରେ ବାହାରିବ ଫଳ । ଏହାରି ଭିତରେ ଏକ ବଡ ବୟାନ ଦେଇଛନ୍ତି ମହାରାଷ୍ଟ୍ରର ଅମରାବତୀ ବିଧାୟକ ରବି ରାଣା  । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ସହ ହାତ ମିଳାଇବେ ବୋଲି କହି ସେ ଦୃଢୋକ୍ତି…

ଲୋକସଭା ନିର୍ବାଚନ ୨୦୨୪; ପ୍ରଥମ ପାର୍ଥୀ ତାଲିକା ଘୋଷଣା କଲା ଶିବସେନା-ୟୁବିଟି

ମୁମ୍ବାଇ: ଘୋଷଣା ସରିଛି ନିର୍ବାଚନ ତାରିଖ । ଏବେ ସବୁ ଦଳ ସେମାନଙ୍କର ପାର୍ଥୀ ତାଲିକା ଘୋଷଣାରେ ବ୍ୟସ୍ତ । ତେବେ ଆଗାମି ଲୋକସଭା ନିର୍ବାଚନ ପାଇଁ ଶିବସେନା ଜାରି କରିଛି ତା’ର ପ୍ରଥମ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଏଥିସହ ପାର୍ଥିଙ୍କୁ ନେଇ…

ଏୟାର ଇଣ୍ଡିଆ ଦେବ ୩୦ ଲକ୍ଷ ଫାଇନ୍

ମହାରାଷ୍ଟ୍ର: ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଫାଇନ । ଏହି ଫାଇନ୍ ଲଗାଇଛନ୍ତି ଡିଜିଏସ ବିମାନ ସେବା ପ୍ରଦାନକାରୀ ସଂସ୍ଥା । ଏୟାର ଇଣ୍ଡିଆରେ ହ୍ବିଲ ଚେୟାର ନଥିବାର ଆଇନ ଉଲ୍ଲଂଘନ କରିଥିଲା । ଯାହାର ଜରିମାନାରେ ଏହି ମୋଟା ଅଙ୍କର ଫାଇନ ଲଗାଇଛି ଡିଜିଏସ । ଏହା ପୂର୍ବରୁ କାରଣ ଦର୍ଶାଅ…

ସାବାଡ ହେବେ ବାଲି ମାଫିଆ, ଏଣିକି ଅନଲାଇନରେ ବିକ୍ରି ହେବ ବାଲି

ମୁମ୍ବାଇ: ଥମୁନି ବାଲି ମାଫିଆଙ୍କ ରାଜୁତି। ଯାହାକୁ ରୋକିବା ପାଇଁ ନୂଆ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟରେ ବାଲି ମାଫିଆଙ୍କ ଉପଦ୍ରବ ରୋକିବା ପାଇଁ ଅନଲାଇନରେ ବାଲି ବିକ୍ରୟ କରିବାକୁ ନିଷ୍ପତ୍ତି ନିଆଯାଇଛି। 'ବିନା ଲାଭ ବିନା କ୍ଷତି'ରେ ଏହି ବିକ୍ରି ହେବ…