Latest Odisha News

BREAKING NEWS

ବିବାହର ୧୫ ବର୍ଷ ପରେ ପତ୍ନୀଙ୍କୁ ଛାଡପତ୍ର ଦେବେ ଅଭିନେତା ଅମୀର ଖାନ

ନୂଆଦିଲ୍ଲୀ: ବିବାହର ୧୫ ବର୍ଷ ପରେ ଛାଡପତ୍ର ନେବେ ବଲିଉଡ୍‌ ଅଭିନେତା ଅମୀର ଖାନ ଏବଂ ପତ୍ନୀ କିରଣ ରାଓ। ଏ ନେଇ ଅମୀର ଖାନ ଏବଂ କିରଣ ରାଓ ଆଜି ଏକ ମିଳିତ ବିବୃତ୍ତି ପ୍ରଦାନ କରିଛନ୍ତି।

ବିବୃତ୍ତି ଅନୁଯାୟୀ, “ଏହି ୧୫ ଧରି ସମ୍ପର୍କ ମଧ୍ୟରେ ଆମେ ଆମ ଜୀବନରେ ସୁନ୍ଦର ଅନୁଭୂତି, ଆନନ୍ଦ ଏବଂ ହସ ବାଣ୍ଟିଛୁ ଏବଂ ଆମର ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଏବଂ ପ୍ରେମରେ ବଢିଛି। ବର୍ତ୍ତମାନ ଆମେ ଆମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛୁ। ଏହା ସ୍ୱାମୀ-ସ୍ତ୍ରୀ ଭାବରେ ନୁହେଁ, ବରଂ ପରସ୍ପର ପାଇଁ  କୋ ପ୍ୟାରେଣ୍ଟ ଏବଂ ପରିବାର ଭାବରେ ରହିବାକୁ ସେମାନେ କହିଛନ୍ତି।

Comments are closed.