Latest Odisha News

ଭାଇରାଲ ହେଉଛି ସୁଶାନ୍ତଙ୍କ ନୂତନ ଫଟୋ.. ହାତର ରେଖା କାଟି ଲେଖିଥିଲେ, ମୃତ୍ୟୁ ଭେଦଭାବ କରେନି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏକ ଫଟୋ ଏବେ ଭାଇରାଲ ହେଉଛି । ମୃତ୍ୟୁର ୬ ମାସ ପୂର୍ବରୁ କେଦାରନାଥ ଫିଲ୍ମ ଅବସରରେ ସେ ଏହା ଶେୟାର କରିଥିଲେ । କେଦାରନାଥର ଡାଇରେକ୍ଟର ଅଭିଷେକ କାପୁର ଫିଲ୍ମର ୨ ବର୍ଷ ପୂର୍ଣ୍ଣ ଅବସରରେ ସେ ସୁଶାନ୍ତଙ୍କ ଏହି ଫଟୋ ଶେୟାର କରିଛନ୍ତି । ଫଟୋରେ ସୁଶାନ୍ତ ତାଙ୍କ ହାତ ରେଖାକୁ କାଟି ଲେଖିଥିଲେ, ମୃତ୍ୟୁ ଭେଦଭାବ କରେ ନାହିଁ ।

BjdElectrycity

ଧର୍ମ, ବିବାଦ, ପ୍ରତିଶ୍ରୁତି ଓ ଜୀବନ ଭେଦଭାବ କରେନି । ତା ପରେ ସେ ଜୀବନ ଯାଗରେ ମୃତ୍ୟୁ ଲେଖିଛନ୍ତି । ସୁଶାନ୍ତଙ୍କ ପ୍ରଶଂସକଙ୍କ ନିକଟରେ ଏହି ଫଟୋ ଏବେ ଭାଇରାଲ ହେଉଛି । ସେହିପରି ତାଙ୍କ ଭିଣୋଇ ବିଶାଳ କୀର୍ତି ମଧ୍ୟ ଏକ ସ୍କ୍ରିନଶଟ ଶେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ମୁଁ ଖୁବ୍ ଶୀଘ୍ର ଭିଣୋଇଙ୍କୁ ଭେଟିବି ।

Leave A Reply

Your email address will not be published.