ଅନୁଗୁଳ: ସୌମ୍ୟ ରଂଜନ ସାମନ୍ତ । ଘର ଅନୁଗୁଳ ତାଳଚେରର ରେମୁଁଆ ଅଂଚଳ । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ରଖିଛନ୍ତି । ଭବିଷ୍ୟତର ଆଇଏସ ହେବାକୁ ସ୍ୱପ୍ନ ଦେଖିଛନ୍ତିି । ହେଲେ ଅର୍ଥାଭାବ ତାଙ୍କ ଉଜ୍ୱଳ ଭବିଷ୍ୟତରେ ବାଧକ ସାଜିଛି । ସୌମ୍ୟଙ୍କ ବାପା ଜଣେ ଠିକା ଶ୍ରମିକ । ଆର୍ଥିକ ଅବସ୍ଥା ବି ଏତେଟା ସ୍ୱଚ୍ଛଳ ନୁହେଁ । ମାଟି ହାଣି ହାଣ୍ଡି ଗଢିବା ଭଳି ସ୍ଥିତି । ଏପରି ପରିସ୍ଥିତିରେ ସୌମ୍ୟଙ୍କ ସ୍ୱପ୍ନ ଦାରିଦ୍ର୍ୟତା ତାଡନାରେ ଭାଙ୍ଗଯିବନି ତ ?
BREAKING NEWS
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
Comments are closed.