Latest Odisha News

BREAKING NEWS

ଦୋଛକିରେ ମାଟ୍ରିକ୍ ଟପ୍ପର ସୌମ୍ୟଙ୍କ ଭବିଷ୍ୟତ !

ଅନୁଗୁଳ: ସୌମ୍ୟ ରଂଜନ ସାମନ୍ତ । ଘର ଅନୁଗୁଳ ତାଳଚେରର ରେମୁଁଆ ଅଂଚଳ । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ରଖିଛନ୍ତି । ଭବିଷ୍ୟତର ଆଇଏସ ହେବାକୁ ସ୍ୱପ୍ନ ଦେଖିଛନ୍ତିି । ହେଲେ ଅର୍ଥାଭାବ ତାଙ୍କ ଉଜ୍ୱଳ ଭବିଷ୍ୟତରେ ବାଧକ ସାଜିଛି । ସୌମ୍ୟଙ୍କ ବାପା ଜଣେ ଠିକା ଶ୍ରମିକ । ଆର୍ଥିକ ଅବସ୍ଥା ବି ଏତେଟା ସ୍ୱଚ୍ଛଳ ନୁହେଁ । ମାଟି ହାଣି ହାଣ୍ଡି ଗଢିବା ଭଳି ସ୍ଥିତି । ଏପରି ପରିସ୍ଥିତିରେ ସୌମ୍ୟଙ୍କ ସ୍ୱପ୍ନ ଦାରିଦ୍ର‌୍ୟତା ତାଡନାରେ ଭାଙ୍ଗଯିବନି ତ ?

Leave A Reply

Your email address will not be published.