କେନ୍ଦୁଝର:କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଯାଇଛି ୩ ଜଣଙ୍କ ଜୀବନ । ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଏକ ବାଇକରେ ୩ ଜଣ ବ୍ୟକ୍ତି ଆସିଥିଲେ । ହଠାତ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ୩ ବାଇକ ଆରୋହୀଙ୍କ ଜୀବନ ଚାଲିଥ ଯାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ତେବେ ମୃତକଙ୍କ ପରିଚୟ ମିଳି ପାରି ନାହିଁ ।
BREAKING NEWS
- କୋରାପୁଟରେ ୨ନୂଆ ସବଡିଭିଜନ କାର୍ଯ୍ୟାଳୟ କୋଠା ଉଦଘାଟନ କଲା TPSODL
- NCERT ଢାଞ୍ଚାରେ ଏସ୍ସିଇଆରଟି ହେବ, ୧୦ମ ଯାଏଁ ମାଗଣା ପାଠ୍ୟ ପୁସ୍ତକ ମିଳିବ:ମୁଖ୍ୟମନ୍ତ୍ରୀ
- ପିକନିକ କରିବାକୁ ଆସି ଦାରିଙ୍ଗବାଡିରେ ପିଟାପିଟି…
- ଗୃହପାଳିତ ପ୍ରାଣୀଙ୍କ ପାଇଁ ସୋଆରେ ଖୋଲିଲା ସ୍ପା ଓ ଗ୍ରୁମିଂ ସେଂଟର
- କଚ୍ଛରେ ଭୂମିକମ୍ପ; ସକ୍ରିୟ ହେଲା ୩ ଫଲ୍ଟ ଲାଇନ୍
- Pakistan President:’ଭାରତୀୟ ସେନା ଭୟରେ ବଙ୍କରରେ ଲୁଚି ରହିବାକୁ ପରାମର୍ଶ ଦିଆଯାଇଥିଲା,’ ପାକିସ୍ତାନର ରାଷ୍ଟ୍ରପତିଙ୍କ ବଡ଼ ଖୁଲାସା
- ୧୦୦୦୦ ରନ କ୍ଲବରେ ଭାରତର ସ୍ମୃତି
- ‘ବିକାଶ ରାଜନୀତି କରନ୍ତି ନାହିଁ ରାହୁଲ, ବଙ୍ଗଳା ଏବଂ ତାମିଲନାଡୁରେ ମଧ୍ୟ କଂଗ୍ରେସ ହାରିବା ନିଶ୍ଚିତ’
- ଅଧିନାୟକ ଭାବେ ଟି୨୦ରେ ୩୦୦ ଛକା ମାରିଲେ ପୋଲାର୍ଡ
- Bir Billing Paragliding Crash: ପାରାଗ୍ଲାଇଡିଂ କରୁଥିଲେ ସାବଧାନ! ପାରାଗ୍ଲାଇଡର ଦୁର୍ଘଟଣାଗ୍ରସ୍ତ, ଅଭିଜ୍ଞ ପାଇଲଟଙ୍କ ମୃତ୍ୟୁ
Comments are closed.