କେନ୍ଦୁଝର : ତେଲକୋଇ କାଞ୍ଜିପାଣି ଘାଟିରେ ଦୁର୍ଘଟଣା । ଅଟୋ ଓଲଟି ଜଣେ ୫ବର୍ଷର ଶିଶୁ ସହିତ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ଆହତ ଶିଶୁ ଜଣକ ପିଟାନାଳୀ ଗାଁର ମିନା ଜୁଆଙ୍ଗଙ୍କ ୫ବର୍ଷର ପୁଅ ଜୀତେନ୍ଦ୍ର ଜୁଆଙ୍ଗ । ସେହିପରି ଅନ୍ୟମାନେ ହେଲେ ଅଟୋ ଡ୍ରାଇଭର ବଳରାମ ଜୁଆଙ୍ଗ, ରଶବତୀ ଦେହୁରୀ ଓ ଜଗତା ଜୁଆଙ୍ଗ । କାଞ୍ଜିପାଣିରୁ ପିଟାନାଳି ଗାଁକୁ ସମସ୍ତେ ଅଟୋରେ ଆସୁଥିବା ବେଳେ କାଞ୍ଜିପାଣିରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ କଂକ୍ରିଟ ବାଡକୁ ଧକ୍କା ଦେଇଥିଲା । ଅଟୋ ଡ୍ରାଇଭର ଓ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
BREAKING NEWS
- Israel’s Foreign Minister : ଇସ୍ରାଏଲୀ ବୈଦେଶିକ ମନ୍ତ୍ରୀ କଲେ ସ୍ପଷ୍ଟ ;ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପରେ ନିଷ୍ପତ୍ତି…
- Woman Mason From Odisha: ଭାଙ୍ଗିଲେ ସମାଜର ପ୍ରତିବନ୍ଧକ, ରାଜମିସ୍ତ୍ରୀ ହୋଇ ନାରୀ ସଶକ୍ତିକରଣର ନୂଆ ବାଟ ଖୋଲିଲେ ମୟୂରଭଞ୍ଜ ମହିଳା…
- Weather Update: ୨ ଦିନ ବିଜୁଳି ଘଡଘଡ଼ି ସହ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି…
- ସରକାରୀ କ୍ୱାଟର୍ସରୁ ଜେଲ୍ ଓ୍ବାର୍ଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
- Pak Man Plot To Kill Trump: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର!
- No deal, only unconditional surrender’: ଇରାନକୁ ନଇଁବାକୁ ପଡ଼ିବ, ନହେଲେ ପରିଣାମ ଭୟଙ୍କର ହେବ !
- ଏସିଆର ସବୁଠୁ ଧନୀ ମୁକେଶ ଅମ୍ବାନୀ
- Socialism vs Nepotism In Bihar Politics: ବିହାର ରାଜନୀତିରେ ‘ପରିବାରବାଦ’
- Dhurandhar 2 Trailer: ଚମକାଇଲା ଧୁରନ୍ଧର ୨ ଟ୍ରେଲର ରିଲିଜ୍, ରକ୍ତାକ୍ତ ଆକ୍ସନ ଥ୍ରିଲରରେ ପରିପୂର୍ଣ୍ଣ
- ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ଚଢାଉ
Comments are closed.