Latest Odisha News

BREAKING NEWS

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପିତାଙ୍କ ବିୟୋଗ

ମୁମ୍ବାଇ: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବାପା ବସନ୍ତକୁମାର ଚକ୍ରବର୍ତ୍ତୀଙ୍କ ପରଲୋକ ହୋଇଛି । ମୁମ୍ବାଇରେ ୯୫ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଛନ୍ତି ।
କିନ୍ତୁ ମିଥୁନ ଚକ୍ରବର୍ତ୍ତୀ ବେଙ୍ଗାଳୁରୁରେ ଏକ ଫିଲ୍ମର ସୁଟିଂ ପାଇ ଯାଇଥିବା ବେଳେ ଲକ୍ ଡାଉନ ଯୋଗୁଁ ସେଠାରେ ଫଶି ରହିଛନ୍ତି ।
ଏ ନେଇ ସୂଚନା ଦେଇଛନ୍ତି ମିଥୁନଙ୍କ ପୁଅ ନମସୀ । ସେ କହିଛନ୍ତି ଯେ, ‘ଲକ୍ ଡାଉନ ଚାଲିଥିବାରୁ ଆମେ ପରିବାର ଘରେ ଶୋକ ପାଳିବ । ’

Leave A Reply

Your email address will not be published.