Latest Odisha News

BREAKING NEWS

କୁଇନ କଙ୍ଗନା ଦେଲେ ୧୦ ଲକ୍ଷର ସହାୟତା

ମୁମ୍ବାଇ: କରୋନା ଭାଇରସ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଏକପ୍ରକାର ବନ୍ଦ ହୋଇଯାଇଛି କହିଲେ ଭୁଲ ହେବନି । ଏହା ଦ୍ୱାରା ଷ୍ଟାର କଳାକାରମାନେ ବିଶେଷ କ୍ଷତିଗ୍ରସ୍ତ ହେଉ ନ ଥିଲେ ମଧ୍ୟ କର୍ମଚାରୀ ଓ ଦିନ ମଜୁରିଆ ଅସୁବିଧାରେ ପଡିଛନ୍ତି । ଅବଶ୍ୟ ଫିଲ୍ମ କଳାକାରମାନେ ସେମାନଙ୍କ ଆବଶ୍ୟକ ମୁତାବକ ସହାୟତା ପ୍ରଦାନ କରୁଛନ୍ତି । ଏହି ଦୌଡରେ ସାମିଲ ହୋଇଛନ୍ତି କୁଇନ କଙ୍ଗନା ରାନାୱତ ।

ସେ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଏମ୍ପ୍ଲୟେଜ ଫେଡେରେଶନ ଅଫ ସାଉଥ ଇଣ୍ଡିଆ ଓ ତାଙ୍କର ଆଗାମୀ ଫିଲ୍ମ ଥାଲାଭି ଫିଲ୍ମର ୱର୍କର୍ସ ସେ ଏହି ଟଙ୍କା ପ୍ରଦାନ କରିଛନ୍ତି । କର୍ମଚାରୀଙ୍କ ଖାତାକୁ ସିଧାସଳଖ ଏହି ଅର୍ଥ ଯିବ ବୋଲି କଙ୍ଗନା ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.