Latest Odisha News

BREAKING NEWS

ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟଙ୍କ ୪ ମାସର ପୁଅକୁ କରୋନା

ମୁମ୍ବାଇ: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟ ଏବଂ ସୁୟାଶ ରାୟଙ୍କ ୪ ମାସର ପୁଅକୁ କରୋନା। କିଶ୍ବର ଏକ ପୋଷ୍ଟ ଲେଖି ଏ ବିଷୟରେ ସୂଚନା ଦେଇଛନ୍ତି।

୫ ଦିନ ପୂର୍ବରୁ ନିର୍‌ବୈର୍‌ଙ୍କ ନାନୀ କୋଭିଡ୍‌ ସଂକ୍ରମିତ ହୋଇଥିଲେ। ଏହାପରେ ପୁଅ ନିର୍‌ବୈର୍‌ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସେ କହିଛନ୍ତି।

Leave A Reply

Your email address will not be published.