ନୂଆଦିଲ୍ଲୀ: ବଲିଉଡ ତାରକାମାନଙ୍କର କରୋନା ପଜିଟିଭ୍ ହେବାର ଧାରା ଜାରି ରହିଛି। ନିକଟରେ ଜୁଗ୍-ଜୁଗ୍ ଜିଓ ଚଳଚ୍ଚିତ୍ରର ଦୁଇଟି ପ୍ରମୁଖ ଭୂମିକା ବରୁଣ ଧାୱନ ଏବଂ ନୀତୁ କପୁର କରୋନା ସଂକ୍ରମିତ ହୋଇଥିଲେ। ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ କ୍ରିତି ସାନନ୍ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ନିକଟରେ ଏହି ଅଭିନେତ୍ରୀ ଚଣ୍ଡିଗଡ଼ରୁ ଫେରିଥିଲେ, ଯେଉଁଠାରେ ସେ ରାଜକୁମାର ରାଓଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂ କରୁଥିଲେ। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ ତାଙ୍କ ଫିଲ୍ମ ଶେଷ କରି ସେ ଏବେ ଘରକୁ ଫେରୁଛନ୍ତି। ତେବେ କ୍ରିତି ସାନନ୍ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନଥିବା ସୂଚନା ମିଳିଛି।
BREAKING NEWS
- India rejects Bangladesh charge: ବାଂଲାଦେଶକୁ କଡ଼ା ଜବାବ ଦେଲା ଭାରତ; ୟୁନୁସ ସରକାରଙ୍କ ଦାବିକୁ କଲା ପ୍ରତ୍ୟାଖ୍ୟାନ
- ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିଲା ମା !
- ‘COVID ଟୀକା ଓ ଯୁବବର୍ଗଙ୍କ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ’;AIIMS-ICMR ରିସର୍ଚ୍ଚରୁ ମିଳିଲା ତଥ୍ୟ
- କ’ଣ ଏହି WiFi Calling? ଜାଣନ୍ତୁ କେମିତି ବିନା ସିଗ୍ନାଲରେ ବି କରିପାରିବେ କଲ୍
- Malkangiri Tension: ମାଲକାନଗିରି ହିଂସାରେ ଆଜି ଆଉ ୧୨ ଗିରଫ;ଗିରଫଦାରୀ ସଂଖ୍ୟା ୧୮କୁ ବୃଦ୍ଧି
- ସ୍ୱାମୀଙ୍କ ଶବ ସହ ଶୋଇଥାନ୍ତି ମହିଳା, ସ୍ୱପ୍ନରେ ଆସିଥାଏ ଦ୍ୱିତୀୟ ବିବାହ ପାଇଁ ଅନୁମତି : ଅଜବ ପରମ୍ପରା
- ପୁରୁଣା ୫୦୦-୧୦୦୦ ଟଙ୍କା ନୋଟ୍ ଘରେ ରହିଥିଲେ ସାବଧାନ ! ନହେଲେ ….
- ରାଷ୍ଟ୍ରୀୟ ଅଧ୍ୟକ୍ଷକଙ୍କୁ ଅଲଗା ବେତନ ଦେଇଥାଏ BJP? ଜାଣନ୍ତୁ ଜେପି ନଡ୍ଡାଙ୍କ ପରେ କେତେ ଟଙ୍କା ପାଇବେ ନବୀନ
- Damodar Rout: ‘ପାରାଦୀପ ଓ କୁଜଙ୍ଗରେ ଦାମ ବାବୁଙ୍କ ଦୁଇଟି ପ୍ରତିମୂର୍ତ୍ତି ମୁଁ ତିଆରି କରିବି’
- ଟି୨୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏକତରଫା ବିଜୟ
Comments are closed.