ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟରେ ଜୋରସୋର୍ରେ ଚାଲିଛି ପ୍ରସ୍ତୁତି । ଏନେଇ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କରୋନା ପାଇଁ ହିତାଧିକାରୀଙ୍କୁ ଆଗୁଆ ଭତ୍ତା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ୪୮ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତ୍ତା ମିଳିବ ।
ଏକାଥରକେ ଏପ୍ରିଲ, ମେ’, ଜୁନ୍ ଓ ଜୁଲାଇ ମାସର ଭତ୍ତା ହିତାଧିକାରୀଙ୍କୁ ପ୍ରଦାନ କରିବେ ରାଜ୍ୟ ସରକାର । ତେବେ ମଧୁବାବୁ ପେନସନ ଯୋଜନାରେ ୨୪ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ଭତ୍ତା ମିଳିବ । ସେହିପରି ଏନ୍ଏସ୍ପି ମାଧ୍ୟମରେ ଆଉ ୨୪ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା ।
BREAKING NEWS
- ରାଜ୍ୟ ବ୍ୟାପୀ ପ୍ରବେଶ ଉତ୍ସବ; କୁନି କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
- Madhuri Dixit In Odisha handloom: ଓଡ଼ିଆ ଶାଢ଼ୀରେ ମାଧୁରୀଙ୍କ ଗ୍ରେସ, କହିଲେ,”ପ୍ରେମ ଏବଂ ଧର୍ଯ୍ୟରେ ବୁଣାଯାଇଥିବା କାହାଣୀ”
- Downed U.S. Jet : ଆମେରିକାକୁ ଶକ୍ତ ଝଟକା, ଧ୍ଵଂସ ହେଲା ଆଉ ଦୁଇ ବିମାନ
- Indian Tanker Cross Strait Of Hormuz: ପୁଣି ହର୍ମୁଜ୍ ପାର କଲା ଭାରତର ଆଉ ଏକ ଏଲପିଜି ଟ୍ୟାଙ୍କର୍
- Rain and Thunderstorms: ୮ ଯାଏଁ କାଳବୈଶାଖୀ ବର୍ଷା, ଏହି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…
- India Skill Competition 2026: ‘ଇଣ୍ଡିଆ ସ୍କିଲ୍ସ’ରେ ଟିମ୍ ଓଡ଼ିଶାର ଦମଦାର ପ୍ରଦର୍ଶନ, ହାତେଇଲା ୧୫ ସ୍ଵର୍ଣ୍ଣ ସହ ୫୭ ପଦକ
- Iran rejects US proposal: ଆହୁରି ଭୟଙ୍କର ହେବ ଯୁଦ୍ଧ! ନା ଅସ୍ତ୍ରବିରତି ନା ଆଲୋଚନା…ରାଜି ହେଲାନି ଇରାନ…
- US Fighter Jet Downed Over Iran: ଇରାନରେ ମାଟି କାମୁଡ଼ିଲା ଆମେରିକା ଲଢ଼ୁଆ ବିମାନ, ମିଳିଲେ ପାଇଲଟ୍…
- ଆଇଟିଇଆର ରେ “ଚକ୍ରବ୍ୟୁହ” ଓ “ଜେନେସିସ” ଉଦ୍ଘାଟିତ
- ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ
Comments are closed.