Latest Odisha News

BREAKING NEWS

ଉପରାଷ୍ଟ୍ରପତିଙ୍କ ପରେ ଆରଏସଏସ ମୁଖ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ବିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ପରେ ଏବେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାହାର କରିନେଇଛି ଟ୍ବିଟର।

କେନ୍ଦ୍ର ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଟ୍ବିଟର ହଟାଇଥିବା କୁହାଯାଉଥିବା ବେଳେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାର କରିଥିବା ଜଣାପଡ଼ିଛି।

ଟ୍ୱିଟରରେ ମୋହନ ଭାଗବତଙ୍କର ୨୦.୭୬ ଲକ୍ଷ ଅନୁସରଣକାରୀ ଅଛନ୍ତି।

Leave A Reply

Your email address will not be published.