Latest Odisha News

ବର୍ଷକୁ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଉଛି ପ୍ରଦୂଷଣ; ୟୁରୋପ

ନୂଆଦିଲ୍ଲୀ: ସମଗ୍ର ୟୁରୋପରେ ବାୟୁ ପ୍ରଦୂଷଣ ଯୋଗୁଁ ଅକାଳ ମୃତ୍ୟୁ ସଂଖ୍ୟା ହ୍ରାସ ୧୦% ପାଇଛି। ତଥାପି  ପ୍ରଦୂଷଣ ଯୋଗୁ ବର୍ଷକୁ ପ୍ରାୟ ୩,୦୭,୦୦୦ ମୃତ୍ୟୁ ହେଉଥିବା ୟୁରୋପୀୟ ପରିବେଶ ଏଜେନ୍ସି କହିଛି।

୧୯୯୦ ଦଶକର ପ୍ରାରମ୍ଭରେ, ରିପୋର୍ଟ ଅନୁଯାୟୀ ୨୭ ଟି ୟୁରୋପୀୟ ଦେଶରେ ପ୍ରାୟ ଏକ ମିଲିୟନ୍ ମୃତ୍ୟୁ ଘଟିଥିଲା। ୨୦୦୫ ସୁଦ୍ଧା ଏହି ସଂଖ୍ୟା ଅଧା ଠାରୁ ୪,୫୦,୦୦୦ କୁ ବୃଦ୍ଧି ପାଇଛି।

୨୦୧୯ ରେ, ଏହା ଯୋଗୁ ଜର୍ମାନୀରେ ୫୩,୮୦୦, ଇଟାଲୀରେ ୪୯,୯୦୦, ଫ୍ରାନ୍ସରେ ୨୯,୮୦୦ ଏବଂ ସ୍ପେନରେ ୨୩,୩୦୦, ପୋଲାଣ୍ଡରେ ୩୯,୩୯୯ ଜଣଙ୍କର ମୃତ୍ୟୁ ଘଟିଛି।

ୟୁରୋପରେ ମାନବ ସ୍ୱାସ୍ଥ୍ୟ ପାଇଁ ବାୟୁ ପ୍ରଦୂଷଣ ସବୁଠାରୁ ବଡ ପରିବେଶ ବିପଦ ବୋଲି ଏଜେନ୍ସି କହିଛି।

Leave A Reply

Your email address will not be published.