ପୁରୀ : ପୁରୀ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ବୈଷୟିକ ଟିମର ସର୍ଭେ ଆରମ୍ଭ । ୭ ଜଣିଆ ଟିମ୍ ପୁରୀ ଗସ୍ତରେ ଆସି ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପର ଆର୍ଥିକ ବ୍ୟୟ ବରାଦ ଆକଳନ କରିଛି ଟିମ୍ । ଏହି ସମୟରେ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଉକ୍ତ ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ ।ପରେ ଏହି ଟିମ୍ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ପ୍ରକଳ୍ପର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
BREAKING NEWS
- ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ନୂଆ ଦାୟିତ୍ୱ
- ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ୨୦୨୩: ୬ ଜଣ ବିଜେତାଙ୍କୁ ମିଳିଲା ୬ ଲକ୍ଷ ଟଙ୍କା
- ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଗ୍ନିଶମ କର୍ମଚାରୀ ଗିରଫ
- ହ୍ରିତିକଙ୍କ ପରେ ସୁଜୈନ ଖାଁ ଖୋଜି ନେଲେ ନୂଆ ପ୍ରେମିକ
- ଓଡିଶାକୁ ଆସିବେ ୫ ମହାବଳ ବାଘ
- ରଥଯାତ୍ରା ପାଇଁ ଗଡ଼ିବ ସ୍ୱତନ୍ତ୍ର ବସ୍
- ବିହାରରେ ଅଜବ ଘଟଣା, ଯୁବକଙ୍କ କାମୁଡାରେ ସାପ ମୃତ
- ଅପରାଜିତା ଓ ସମ୍ବିତଙ୍କୁ ବଡ ଦାୟିତ୍ଵ, ଓଡିଶାର ପ୍ରଭାରୀ ହେଲେ ବିଜୟପାଲ ସିଂ ତୋମାର
- ଗୁରୁଶିଷ୍ୟଙ୍କ ଅନନ୍ୟ ଏ ସମ୍ପର୍କ; ଶିକ୍ଷକଙ୍କ ବଦଳି ପରେ କିଛି ଏମିତି କଲେ ଛାତ୍ରଛାତ୍ରୀ……..
- ଓଲଟିଲା ବସ୍, ୧୨ ପର୍ଯ୍ୟଟକ ଆହତ
Comments are closed, but trackbacks and pingbacks are open.