Latest Odisha News

BREAKING NEWS

ପୌର ନିର୍ବାଚନ: ୨୨ରୁ ୨୪ ବନ୍ଦ ରହିବ  ଯୁକ୍ତ ୩ ପରୀକ୍ଷା

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୩ ପରୀକ୍ଷା ବନ୍ଦ ରହିବ।  ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ବନ୍ଦ ରହିବ।  ଏ ନେଇ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।  ରାଜ୍ୟ ନିର୍ବାଚନ କମିଶନଙ୍କ ଚିଠି ପରେ ନିର୍ଦେଶନାମା ଜାରି କରାଯାଇଛି।

 

Comments are closed, but trackbacks and pingbacks are open.