କଟକ: ନିଜ ଓକିଲଙ୍କ ସହ ସାକ୍ଷାତ କରିପାରିବେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ମାମଲାର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ରାଜ୍ୟ ସରକାର, ଜେଲ୍ ଡିଜି ଓ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କୁ ନୋଟିସ୍ ଜାରି ହୋଇଛି । ଏପ୍ରିଲ ୧୬ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ସମ୍ବିଧାନର ମୌଳିକ ଅଧିକାର ଧାରା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରି ହାଇକୋର୍ଟରେ ମାମଲା ଦାୟର କରିଥିଲେ ଆକାଶ ପାଠକ ।
BREAKING NEWS
- ପାକିସ୍ତାନରେ ବି ରହିଛି ମହାପ୍ରଭୁଙ୍କ ଜମି! ୩୬ ହଜାର ଏକର ସମ୍ପତ୍ତିର ହେବ ବଡ଼ ଯାଞ୍ଚ…
- ଜୋର୍ଡାନରେ ଇରାନର ବଡ଼ ହମଲା: ଆମେରିକୀୟ ଏୟାରବେସ୍ କୁ ଟାର୍ଗେଟ୍ କଲା ଇରାନ
- ମାଲକାନଗିରିରେ ମ୍ୟାଲେରିଆ ଆତଙ୍କ
- PM-Xi Jinping Bilateral: ଆସୁଛନ୍ତି ଜିନପିଙ୍ଗ…ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ବଡ଼ ବୈଠକ?
- ଦେଶବ୍ୟାପୀ ଆସନ୍ତାକାଲି ବ୍ୟାଙ୍କ ଧର୍ମଘଟ, ସପ୍ତାହକୁ ୫ ଦିନ କାମ…
- ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
- ଟ୍ରମ୍ପଙ୍କ ବଡ଼ ଘୋଷଣା : ରିପବ୍ଲିକାନ୍ ଜିତିଲେ ପ୍ରତ୍ୟେକ ବରିଷ୍ଠ ଆମେରିକୀୟଙ୍କୁ ମିଳିବ ୫,୦୦୦ ଡଲାର
- ପ୍ରବଳ ବର୍ଷା ଆଶଙ୍କା; ମୟୂରଭଞ୍ଜରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା
- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ଏହି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
- ଟ୍ରେନ୍ ଧକ୍କାରେ ଦନ୍ତା ହାତୀ ମୃତ

Comments are closed.