Latest Odisha News

BREAKING NEWS

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ରବିବାର ଦିନ ଅକ୍ଷୟ କୁମାର କରୋନ ପଜିଟିଭ୍ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଅକ୍ଷୟ କୁମାର ଏକ ବିବୃତ୍ତି ସେୟାର କରିଛନ୍ତି। ଏହାସହିତ “ସମସ୍ତ ଶୁଭେଚ୍ଛା ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଖିଲାଡି କୁମାର।

ସେ କହିଛନ୍ତି ଡାକ୍ତରଙ୍କ ପରାମର୍ଶ କ୍ରମେ ସତର୍କତାମୂଳକ ପଦକ୍ଷେପ ଭାବରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାସହିତ ମୁଁ ଆଶା କରୁଛି ଶୀଘ୍ର ଘରକୁ ଫେରିବି। ଯତ୍ନ ନିଅ, ”ଅକ୍ଷୟ ସୋମବାର ସକାଳେ ଲେଖିଛନ୍ତି।

Comments are closed.