ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛନ୍ତି ମଲ୍ଟିପ୍ଲେୟର୍ ଆକ୍ସନ୍ ଗେମ୍ ‘ଫୌଜି’।
ଏନେଇ ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଫୌଜି’ର ଏକ ଟିଜର ଜାରି କରିଛନ୍ତି ।
Today we celebrate the victory of good over evil, and what better day to celebrate our Fearless and United Guards, our FAU-G!
On the auspicious occasion of Dussehra, presenting the #FAUG teaser.@nCore_games @BharatKeVeer @vishalgondal #AtmanirbharBharat #StartupIndia pic.twitter.com/5lvPBa2Uxz— Akshay Kumar (@akshaykumar) October 25, 2020
ଦେଶରେ ପବଜି ଆପକୁ ବ୍ୟାନ କରାଯିବା ପରେ ଅକ୍ଷୟ ଏଭଳି ଘୋଷଣା କରିଛନ୍ତି ।
ଏହି ଆପ୍ ଅକ୍ଷୟ କୁମାରଙ୍କ ମେଣ୍ଟରସିପରେ ପ୍ରସ୍ତୁତ ହେଉଥିବା ବେଳେ ଏହା ଏକ ମଲ୍ଟିପ୍ଲେୟର ଆକ୍ସନ ଗେମ୍ ହେବ ।
ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହେବ ଏବଂ ଏଥିରୁ ହେବାକୁ ଥିବା ଆୟର ୨୦ ପ୍ରତିଶତ ‘ଭାରତର ବୀର ଟ୍ରଷ୍ଟ’କୁ ଯିବ। ସୂଚନାଯୋଗ୍ୟ, ‘ଭାରତର ବୀର ଟ୍ରଷ୍ଟ’ ଭାରତୀୟ ବୀର ଯବାନଙ୍କୁ ସହଯୋଗ କରିଥାଏ ।
Comments are closed.