Latest Odisha News

BREAKING NEWS

ବଡେ ମିଆଁ ଛୋଟେ ମିଆଁ ଫିଲ୍ମର ରିଲିଜ ଡେଟ୍ ଘୋଷଣା

ମୁମ୍ବାଇ: ବଡେ ମିଆଁ ଛୋଟେ ମିଆଁ ଫିଲ୍ମର ରିଲିଜ ଡେଟ୍ ଘୋଷଣା ହେଲା । ଏହି ଫିଲ୍ମରେ ବଲିଉଡର ଦୁଇ ଆକ୍ସନ ଷ୍ଟାର ଏକାଠି ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଏକାଠି ମିଶି ଆକ୍ସନ କରୁଥିବାର ନଜର ଆସିବେ। ଫିଲ୍ମର ଟିଜର ରିଲିଜ ହୋଇଛି। ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲୀ ଆବାସ ଜଫର । ଫିଲ୍ମଟି ଆସନ୍ତା ୨୦୨୩ ଖ୍ରୀଷ୍ଟମାସରେ ରିଲିଜ ହେବ।

Comments are closed.