Latest Odisha News

BREAKING NEWS

ପ୍ରଥମ ଥର ପାଇଁ ଫିଲ୍ମ ନିର୍ମାତା ଭାବେ ଡେବ୍ୟୁ କରୁଛନ୍ତି ଆଲିଆ

ମୁମ୍ବାଇ: ପ୍ରଥମ ଥର ପାଇଁ ଫିଲ୍ମ ନିର୍ମାତା ଭାବେ ଡେବ୍ୟୁ କରୁଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଆଲିଆ ଶନିବାର ଇନଷ୍ଟାଗ୍ରାମରେ ପ୍ରଥମ ଫିଲ୍ମ ନିର୍ମାତା ଭାବରେ ନିଜର ଭାବନା ସେୟାର କରିଥିଲେ। ଆଲିଆ ଫିଲ୍ମ “ଡାର୍ଲିଙ୍ଗସ୍”ରେ ନିର୍ମାତା ଭାବରେ ଡେବ୍ୟୁ କରିବେ। ଏଥିରେ ସେ ନିଜେ ଅଭିନୟ ମଧ୍ୟ କରିଛନ୍ତି।

ତେବେ ସୁଟିଂର ପ୍ରଥମ ଦିନରେ ଆଲିଆ ବେଶ୍‌ ନର୍ଭସ୍‌ ଥିବା ଉଲ୍ଲେଖ କରିଛନ୍ତି। ଆଲିଆ ଲେଖିଛନ୍ତି, “ପ୍ରଥମ ଦିନ ଡାର୍ଲିଙ୍ଗସ୍! ନିର୍ମାତା ଭାବରେ ମୋର ପ୍ରଥମ ଚଳଚ୍ଚିତ୍ର।

Leave A Reply

Your email address will not be published.