Latest Odisha News

BREAKING NEWS

ଭଁସାଲୀଙ୍କ ଆଗାମୀ ୱେବସିରିଜରେ ଅଭିନୟ କରିବେ ଆଲିୟା !

ମୁମ୍ବାଇ: ଗଙ୍ଗୁବାଇ କାଠିୟାବାଡିରେ ଆଲିୟା ଭଟ୍ଟଙ୍କ ଅଭିନୟରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀ ପ୍ରଭାବିତ ହୋଇଛନ୍ତି । ଏହି ଫିଲ୍ମର ସମାପ୍ତି ପରେ ସେ ତାଙ୍କର ବହୁ ପ୍ରତୀକ୍ଷିତ ହୀରା ମଣ୍ଡିର ଶୁଟିଂ ଆରମ୍ଭ କରିବେ । ଏହି ୱେବ ସିରିଜରେ ଭଁସାଲୀ ତାଙ୍କ ପ୍ରିୟ ହୀରୋଇନ ଆଲିୟା ମୂଖ୍ୟ ଭୂମିକାରେ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଆଲିୟା ମଧ୍ୟ ଏଥିନେଇ ସମ୍ମତି ଜଣାଇ ସାରିଛନ୍ତି । ଏହା ବ୍ୟତୀତ ସବୁଠାରୁ ବଡ କଥା ସଲମାନ ଖାଁ ଓ ଆଲିୟା ଅଭିନୀତ ଇଂଶାଆଲ୍ଲାର ଶୁଟିଂ ଭଁସାଲୀ ଖୁବ୍ ଶୀଘ୍ର ଆରମ୍ଭ କରିବେ ।

Comments are closed.