Latest Odisha News

BREAKING NEWS

ରାଜ୍ୟର ୧୪ ବର୍ଷରୁ କମ୍ ସମସ୍ତ ୨୦ ଜଣ କରୋନା ଆକ୍ରାନ୍ତ ଶିଶୁ ଏବେ ସୁସ୍ଥ: ବାଗଚୀ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ହୋଇଥିବା ୧୪ ବର୍ଷରୁ କମ ୨୦ ଜଣ ଶିଶୁ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ ୧୯ର ମୁଖପାତ୍ର ସୁବ୍ରତ ବାଗଚୀ ।

କିନ୍ତୁ ଏହି କଷ୍ଟକର ସମୟ ମଧ୍ୟରେ ଟୀକାଠାରୁ ଆରମ୍ଭ କରି କେମୋ ସବୁର ଚିକିତ୍ସା ଚାଲିଥିବା ସେ ସୂଚନା ଦେଇଛନ୍ତି । ସମସ୍ତ ପଜିଟିଭ୍ କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ କିମ୍ବା କଣ୍ଟେନମେଣ୍ଟ ଜୋନରୁ ହିଁ ଆସିଥିବା ବାଗଚୀ କହିଛନ୍ତି ।

Leave A Reply

Your email address will not be published.