ଭୁବନେଶ୍ୱର: ଭୁବନେଶ୍ୱରରେ ଜଣେ ସେନା ଅଧିକାରୀଙ୍କୁ ଆକ୍ରମଣ ଏବଂ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିବା ଅଭିଯୋଗରେ ଶନିବାର ଗିରଫ ହୋଇଥିବା ସମସ୍ତ ୭ ଜଣଙ୍କୁ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ସୂଚନାନୁସାରେ, ଭୁବନେଶ୍ୱରର ଜେଏମଏଫସି କୋର୍ଟ ଏହି ମାମଲାର ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗିରଫ ହେବାର ଚାରି ଘଣ୍ଟା ପରେ ଜାମିନ ପ୍ରଦାନ କରାଯାଇଥିବା ଜଣାପଡିଛି।
ଅଧିକ ପଢନ୍ତୁ- ଭରତପୁର ଘଟଣା ପଛର ସତ
ତେବେ ଚନ୍ଦକା ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା।
Comments are closed.