ଭୁବନେଶ୍ୱର: ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିସାରିବା ପରେ ସଦ୍ୟ ଶପଥ ନେଇଥିବା ମନ୍ତ୍ରୀ ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେପଟେ ଶୁଭେଚ୍ଛା ପାଉଥିବା ଏହି ମନ୍ତ୍ରୀ ମାନେ କିନ୍ତୁ ତାଙ୍କ ଉପରେ ଆସ୍ଥା ଜୁଟାଇଥିବା ଛାମୁ ଦଳର ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବେ, ଜନ ସେବାରେ ବ୍ରତୀ ହୋଇ କାର୍ଯ୍ୟ କରିବେ ଆଦି ଅନେକ ଆନୁଗତ୍ୟ ବ୍ୟକ୍ତ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ପୁନର୍ବାର ମୋ ଉପରେ ଆସ୍ଥା ପ୍ରକଟକରି ମତେ ନୂତନ ଭାବେ ଗଠିତ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଥିବାରୁ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି।#ThankYouNaveenSir ? pic.twitter.com/Wc1mpk8Qnx
— Jagannath Saraka (@saraka_fan) June 5, 2022
ଲୋକସେବା ଭବନ ପରିସରସ୍ଥିତ କନଭେନସନ୍ ହଲ୍ ଠାରେ ମହାମହିମ ରାଜ୍ୟପାଳଙ୍କ ଦ୍ଵାରା କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ଙ୍କ ଦିଗଦର୍ଶନରେ ଓଡ଼ିଶାର ଜନସାଧାରଣଙ୍କ ସେବା କରିବାପାଇଁ ସୁଯୋଗ ମିଳିଥିବାରୁ ମାନ୍ୟବର ମୁଖମନ୍ତ୍ରୀଙ୍କୁ ପୁନର୍ବାର ଧନ୍ୟବାଦ୍ ଜଣାଉଛି । pic.twitter.com/BVfGhhaAfQ
— Ranendra Pratap Swain (@rajaaswain) June 5, 2022
ମନ୍ତ୍ରୀ ପଦର ଦାୟିତ୍ୱ ଦେଇ ମୁଖ୍ୟମନ୍ତ୍ରୀ @Naveen_Odisha ଓଡ଼ିଶାର ସେବା କରିବାକୁ ସୁଯୋଗ ଦେଇଛନ୍ତି।
-ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଇବାରେ ମା’ ବିରଜାଙ୍କ ଆଶୀର୍ବାଦ ଏବଂ ସୁକିନ୍ଦା-ଦାନଗଦୀବାସୀଙ୍କ ଭଲ ପାଇବା ମୋତେ ନିଶ୍ଚିତ ସହାୟକ ହେବ। pic.twitter.com/TCzXlAemXG— Pritiranjan Gharai (@PritiranjanBJD) June 5, 2022
ଲୋକସେବା ଭବନ ପରିସରସ୍ଥିତ କନଭେନସନ୍ ହଲ୍ ଠାରେ ମହାମହିମ ରାଜ୍ୟପାଳଙ୍କ ଦ୍ଵାରା କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ଙ୍କ ଦିଗଦର୍ଶନରେ ଓଡ଼ିଶାର ଜନସାଧାରଣଙ୍କ ସେବା କରିବାପାଇଁ ସୁଯୋଗ ମିଳିଥିବାରୁ ମାନ୍ୟବର ମୁଖମନ୍ତ୍ରୀଙ୍କୁ ପୁନର୍ବାର ଧନ୍ୟବାଦ୍ ଜଣାଉଛି । pic.twitter.com/BVfGhhaAfQ
— Ranendra Pratap Swain (@rajaaswain) June 5, 2022
Comments are closed.