Latest Odisha News

BREAKING NEWS

Browsing Tag

New Ministers

5 T ରେ ଯୋଡି ହେଲା ନୂଆ T ଟୁର୍

ଭୁବନେଶ୍ବର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ପରେ ସମସ୍ତ ମନ୍ତ୍ରୀଙ୍କୁ ନବୀନ ନିବାସ ଡକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି । 2024 ନିର୍ବାଚନ ପୂର୍ବରୁ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ମନ୍ତ୍ରୀମାନେ ମୋ ସରକାର ଅଧିନରେ ଏବେ 6ଟି…

ମନ୍ତ୍ରୀମଣ୍ଡଳରେ ସାତ ଜଣ ସଂପୂର୍ଣ୍ଣ ନୂଆ ଚେହେରା; ବାସନ୍ତୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଭୁବନେଶ୍ୱର: ଏଥର ମନ୍ତ୍ରୀମଣ୍ଡଳରେ ୭ଜଣ ସଂପୂର୍ଣ୍ଣ ନୂଆ ମୁହଁ ଦେଖିବାକୁ ମିଳିଛି । ଯେଉଁମାନଙ୍କର ପୂର୍ବରୁ ଆଦୌ ଅଭିଜ୍ଞତା ନାହିଁ । ନବୀନ କାହାକୁ ବି କେତେବେଳେ ଆଉ କିଛି ବି ସୁଯୋଗ ଦେଇଦିଅନ୍ତି ବୋଲି ବିଜେଡିକୁ ଅତି ନିକଟରୁ ଦେଖୁଥିବା ଲୋକେ ଆଲୋଚନା କରନ୍ତି । ସେ ରାଜ୍ୟସଭା ଟିକେଟ ହେଉ…

ବିଭାଗ ପାଇଲେ, ମୁଖ୍ୟମନ୍ତ୍ରୀଙ୍କୁ ଆନୁଗତ୍ୟ ଜଣାଇଲେ

ଭୁବନେଶ୍ୱର: ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିସାରିବା ପରେ ସଦ୍ୟ ଶପଥ ନେଇଥିବା ମନ୍ତ୍ରୀ ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେପଟେ ଶୁଭେଚ୍ଛା ପାଉଥିବା ଏହି ମନ୍ତ୍ରୀ ମାନେ କିନ୍ତୁ ତାଙ୍କ ଉପରେ ଆସ୍ଥା ଜୁଟାଇଥିବା ଛାମୁ ଦଳର ସଭାପତିଙ୍କୁ…

ନୂଆ ମନ୍ତ୍ରୀଙ୍କୁ ଆବଣ୍ଟନ ହେଲା ବିଭାଗ; ତୁଷାରଙ୍କୁ ଗୃହ ଓ ପ୍ରମିଳାଙ୍କୁ ରାଜସ୍ୱ

ଭୁବନେଶ୍ୱର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ରାଜ୍ୟ ପାଳ ବାଣ୍ଟି ଦେଇଛନ୍ତି ବିଭାଗ । ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳିଲା ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟପାଳ ଗଣେଶୀ ଲାଲ ସଦ୍ୟ ଶପଥ ଗ୍ରହଣ କରିଥିବା ୨୧ ନୂଆ ମନ୍ତ୍ରୀଙ୍କୁ ବିଭାଗ…

ମୋଦି କ୍ୟାବିନେଟ୍ 2.0: ନୂଆ ମନ୍ତ୍ରିମଣ୍ଡଳରେ କାହାକୁ କେଉଁ ବିଭାଗ, ପୂରା ତାଲିକା ଦେଖନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ସରକାରରେ ନିଜ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୪୩ ଜଣ ମନ୍ତ୍ରୀ ଶପଥ ନେଇଥିବା ବେଳେ ବହୁ ବିଭାଗର ମନ୍ତ୍ରୀ ବଦଳିଛନ୍ତି । ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମନ୍ତ୍ରୀଙ୍କ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି । ନୂଆ ଓ…