Latest Odisha News

BREAKING NEWS

ଏଣିକି ଦେବାକୁ ପଡ଼ିବନି ପେଣ୍ଡାଲ ଭଡ଼ା

ଭୁବନେଶ୍ଵର:ଏଣିକି ଆଉ ଦେବାକୁ ପଡ଼ିବନି ଭଡ଼ା। ନିଶୁଳ୍କ ହେଲା ପୂଜା ପେଣ୍ଡାଲ। ରାଜ୍ୟବ୍ୟାପୀ ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରାଯାଇଛି।

ଭୁବନେଶ୍ବର ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଫଳରେ ଏବେ ଆଉ ପୂଜା ପେଣ୍ଡାଲ ପାଇଁ ସରକାରଙ୍କୁ ଭଡ଼ା ଦେବାକୁ ପଡ଼ିବ ନାହିଁ

Comments are closed.