Latest Odisha News

BREAKING NEWS

ଏପ୍ରିଲ୍ ସୁଦ୍ଧା ଭାରତ ପହଞ୍ଚିବ ସମସ୍ତ ରାଫେଲ୍ ଜେଟ୍

ନୂଆଦିଲ୍ଲୀ: ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନେନ୍ କହିଛନ୍ତି ଯେ ସମସ୍ତ ଚୁକ୍ତିଭିତ୍ତିକ ରାଫେଲ୍ସ ଏପ୍ରିଲ୍ ୨୦୨୨ ସୁଦ୍ଧା ଭାରତରେ ପହଞ୍ଚାଯିବ। ପ୍ରତିରକ୍ଷା କ୍ଷେତ୍ରରେ ଫ୍ରାନ୍ସ ଏବଂ ଭାରତ ଏକ ପ୍ରମୁଖ ଭାଗିଦାରୀ ଗଠନ କରିଛନ୍ତି।

“ଏପର୍ଯ୍ୟନ୍ତ ସୁଦ୍ଧା ୩୦ଟି ରାଫେଲ ଭାରତକୁ ବିତରଣ କରାଯାଇଛି। ତେଣୁ, ଆମେ ଠିକ୍ ସମୟରେ ଅଛୁ ଏବଂ ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ସମସ୍ତ ୩୬ ଟି ବିତରଣ କରିବାର ଲକ୍ଷ୍ୟ ରଖିଛୁ” ବୋଲି ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ ଲେନେନ କହିଛନ୍ତି।

Comments are closed.