ଇଲଂଣ୍ଡ: ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଦେଶର ସମସ୍ତ ବିଦ୍ୟାଳୟ ଖୋଲାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସ୍ ପାଇଁ ସ୍କୁଲ୍ଗୁଡ଼ିକୁ ଦୀର୍ଘଦିନ ଧରି ବନ୍ଦ ରଖାଯାଇଥିଲା । କରୋନା କଟକଣା ସହିତ ମାର୍ଚ୍ଚ ମାସ ୮ ତାରିଖରୁ ଇଂଲଣ୍ଡର ସମସ୍ତ ସ୍କୁଲ୍ ଖୋଲାଯିବ ବୋଲି ସେ କହିଛନ୍ତି ।
ଏଥିସହିତ ବାହାରେ ବୁଲିଯିବା ପାଇଁ ଯୋଜନା କରିବା ସହିତ ଲୋକମାନେ ସେମାନଙ୍କର ବାହାର କାମ ଏହି ତାରିଖରୁ କରିପାରିବେ ବୋଲି ଘୋଷଣା କରାଯାଇଛି ।
ଆଜି ସଂସଦରେ ରଖିଥିବା ଏକ ବିବୃତ୍ତିରେ ଜନ୍ସନ୍ କହିଛନ୍ତି, ମାର୍ଚ୍ଚ ୨୯ ତାରିଖକୁ ଲକ୍ଡାଉନ୍କୁ ଅଧିକ କୋହଳ କରାଯିବ । ବାହାରେ ୬ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବା ସହିତ ଦୁଇଟି ପରିବାର ଏକାଠି ହୋଇପାରିବେ ଏବଂ କିଛି କ୍ରୀଡ଼ା ଯଥା ଟେନିସ୍ ଓ ଫୁଟ୍ବଲ୍ ଆଦିକୁ ଅନୁମତି ଦିଆଯିବ ।
ତେବେ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତିକୁ ନେଇ ଅଭିଭାବକମାନେ ସ୍ୱାଗତ କରିଛନ୍ତି ।
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ

Comments are closed.