Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

+2 Re-Evaluation Glitches: CBSE ଉପରେ ବର୍ଷିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରିଚେକ୍ ନେଇ ମାଗିଲେ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ଜାରି କରାଯାଇଥିବା ଦ୍ୱାଦଶ ଶ୍ରେଣୀ ପୁନଃମୂଲ୍ୟାୟନ ଫର୍ମ ପୂରଣ କରିବାରେ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଶିକ୍ଷା ମନ୍ତ୍ରଣାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଏହି ପ୍ରସଙ୍ଗରେ କଠୋର ଆଭିମୁଖ୍ୟ…

CRPF ନିଯୁକ୍ତି: ଜାଣନ୍ତୁ କନଷ୍ଟେବଳଙ୍କ ଦରମା କେତେ ଏବଂ ଚୟନ ପ୍ରକ୍ରିୟା କ’ଣ?

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି ମାଧ୍ୟମରେ ଦେଶ ସେବା କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କନଷ୍ଟେବଲ (ଟେକ୍ନିକାଲ୍ ଏବଂ ଟ୍ରେଡସମ୍ୟାନ୍) ପଦବୀ ପାଇଁ ବହୁ ସଂଖ୍ୟକ ପଦବୀ ଘୋଷଣା କରିଛି ଏବଂ ଆବେଦନ ପ୍ରକ୍ରିୟା…

କ୍ରୀଡ଼ା କ୍ଷେତ୍ରରେ କ୍ୟାରିଅର: ସରକାରୀ ଚାକିରିରେ ଠାରୁ ଆରମ୍ଭ କରି ପ୍ରୋଫେସନାଲରେ ମିଳିବ ସୁଯୋଗ

ଭୁବନେଶ୍ୱର: ଆଜିକାଲି କେବଳ ଖେଳ ନୁହେଁ, ବରଂ ଏକ ସମ୍ମାନଜନକ ଏବଂ ଲାଭଦାୟକ ବୃତ୍ତି ଭାବରେ ଉଭା ହୋଇଛି । ଭାରତରେ କ୍ରୀଡ଼ା ସଂସ୍କୃତିର ବିକାଶ ସହିତ ଏହି କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହୋଇଛି। ଆଜିକାଲି କ୍ରୀଡା କେବଳ ଏକ ହବି ନୁହେଁ, ବରଂ ଏକ ଆଶାଜନକ କ୍ୟାରିଅର ବିକଳ୍ପ। ଦ୍ୱାଦଶ…

ମେ’ ୩୧ରେ ବି.ଏଡ଼, ଜୁନ ୩ରେ ଏମ.ଏଡ଼ ଏବଂ ବି.ଏଚ.ଏଡ଼ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି. ଏଡ଼, ଏମ. ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦୁଇ ବର୍ଷିଆ ବି. ଏଡ଼, ଏମ. ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ…

SC On UGC New Rule: ନୂତନ UGC ନିୟମାବଳୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ, କହିଲେ, ‘ଆମେରିକା ଭଳି ନହେଉ…

ନୂଆଦିଲ୍ଲୀ: ଏବେ ନୂତନ UGC ନିୟମାବଳୀ ନେଇ ଦେଶରେ ହଇଚଇ ସୃଷ୍ଟି ହେଉଛି। ଉତ୍ତର ପ୍ରଦେଶରୁ ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ବିରୋଧ ପ୍ରଦର୍ଶନ ହେଉଛି। ନୂତନ ନିୟମ ଉଚ୍ଚଜାତି ସମ୍ପ୍ରଦାୟ ମଧ୍ୟରେ ଯଥେଷ୍ଟ ଅସନ୍ତୋଷ ସୃଷ୍ଟି କରୁଛି। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଜାନୁଆରୀ ୨୯ ତାରିଖରେ…

New UGC Regulations: UGCର ନୂଆ ନିୟମ, କାହିଁକି ରାଗରେ ନିଆଁବାଣ ଜେନେରାଲ ପିଲା?

ନୂଆଦିଲ୍ଲୀ: UGC ର ନୂଆ ନିୟମକୁ ନେଇ ଦେଶରେ ନିଆଁ ଭେଦଭାବକୁ ଏଡ଼ାଇବ ନା ସାଧାରଣ ବର୍ଗ ପିଲାଙ୍କ ପାଇଁ ପାଲଟିବ ଅଭିଶାପ? ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ, UGC, ଭାରତରେ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଭେଦଭାବକୁ ରୋକିବା ଏବଂ ସମାନତା ଆଣିବ ପାଇଁ ନୂତନ ନିୟମ ଇକ୍ୱିଟି ୨୦୨୬ ଲାଗୁ…

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି; ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ, ସାମିଲ ହେଲା OAS, ORS

ଭୁବନେଶ୍ୱର: ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି ବାହାରିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଆଶାୟୀ। ଯାହାକୁ ନେଇ ବଡ଼ ଖବର ଆସିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ OPSC ରେ ସାମିଲ ହୋଇଛି OAS, ORS। ୧୪ OAS ଓ ୧୧୩ଟି ORS ପଦବୀକୁ ସାମିଲ କରି ସାନି ବିଜ୍ଞପ୍ତି ଜାରି…

Classrooms In 2050: ୨୦୫୦ ବେଳକୁ ଉଭାନ ହୋଇଯିବ ଶ୍ରେଣୀଗୃହ?

ନୂଆଦିଲ୍ଲୀ: ନା ରହିବା କ୍ଲାସରୁମ୍, ନା ରହିବ ସ୍କୁଲ, ନା ଆଉ ପିଲାମାନେ ଘଣ୍ଟା ଘଣ୍ଟା ଧରି ସମୟ ଶ୍ରେଣୀ କକ୍ଷରେ ବିତେଇବେ। ଏମିତି ସମୟ ଆସିବ, ପିଲା ସ୍କୁଲ କ'ଣ ବୋଲି ପ୍ରଶ୍ନ କରିବେ। ଏକଥା ଆମେ ନୁହେଁ କିଛି ଏମିତି ପ୍ରକାଶ କରିଛନ୍ତି ବୈଜ୍ଞାନିକ ହାୱାର୍ଡ ଗାର୍ଡନର। ଏଣିକି ପିଲା ସ୍କୁଲ…

PRATIBHA Setu: UPSC ଆଶାୟୀମାନଙ୍କ ପାଇଁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ, ‘ପ୍ରତିଭା ସେତୁ’ର କଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୨୫ତମେ ମନ କି ବାତ୍ ରେ'ପ୍ରତିଭା ସେତୁ'ର ଆରମ୍ଭ କରିବାର ଘୋଷଣା କରିଛନ୍ତି। ଯାହା UPSC ଆଶାୟୀମାନଙ୍କୁ ସମର୍ଥନ କରିବା ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ ହେବା। ଯେଉଁ ଆଶାୟୀମାନେ ଅଳ୍ପକେରେ UPSC ଚୂଡ଼ାନ୍ତ ମେରିଟ୍ ତାଲିକାରୁ ବଞ୍ଚିତ…

ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ

ଭୁବନେଶ୍ୱର: ରାଜ୍ୟ ସାରା ସ୍କୁଲରେ ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମାଗଣା ୟୁନିଫର୍ମ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ୩,୧୦,୮୩୯ ଜଣ ନାମ ଲେଖାଇଥିବା ପିଲାଙ୍କୁ ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍…