Latest Odisha News

BREAKING NEWS

ଜଗତସିଂହପୁର ବିଧାନସଭାରେ ବିଜେପିର ବାଜିମାତ୍, ଅମରେନ୍ଦ୍ର ଦାସ ବିଜୟୀ

ଜଗତସିଂହପୁର: ଜଗତସିଂହପୁରରେ ଫୁଟିଲା ପଦ୍ମ । ବିଜୟ ହାସଲ କଲେ ଅମରେନ୍ଦ୍ର ଦାସ ।

କିଛି ଦିନ ତଳେ ବିଜେଡି ଛାଡି ବିଜେପିରେ ମିଶିଥିଲେ ଅମରେନ୍ଦ୍ର ଦାସ । ଅମରେନ୍ଦ୍ର ପ୍ରାୟ ୩୩ ହାଜର ରୁ ଅଧିକ ଭୋଟ୍ ରେ ବିଜୟୀ ହୋଇଛନ୍ତି । ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ହରାଇ ବିଜୟ ଲାଭ କରିଛନ୍ତି ।

Leave A Reply

Your email address will not be published.