ନୂଆଦିଲ୍ଲୀ: ଗୋଆ ବିଧାନସଭା ନିର୍ବାଚନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଡଭୋକେଟ ଅମିତ ପାଲେକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି।
ଏହି ଅକ୍ଟୋବରରେ ଦଳରେ ଯୋଗ ଦେଇଥିବା ପାଲେକର ଏସ୍ଟି କ୍ରୁଜ୍ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।
କେଜ୍ରିୱାଲ କହିଛନ୍ତି ଯେ ଅମିତ ପାଲେକର ବୃତ୍ତି ଅନୁଯାୟୀ ଜଣେ ଓକିଲ। ଗୋଆରେ ଥିବା ୪୦ ଟି ବିଧାନସଭା ଆସନରେ ଆପ୍ ପ୍ରତିଦ୍ୱନ୍ଦ୍ୱିତା କରିବ।
Comments are closed.