Latest Odisha News

BREAKING NEWS

ଦ୍ୱିତୀୟ ଡୋଜ୍ କରୋନା ଟିକା ନେଲେ ବିଗ୍‌ ବି

ନୂଆଦିଲ୍ଲୀ: ୭୮ ବର୍ଷୀୟ ଅମିତାଭ ବଚ୍ଚନ ତାଙ୍କର ଦ୍ୱିତୀୟ ଡୋଜ୍ କରୋନା ଟିକା ଗ୍ରହଣ କରିଛନ୍ତି। ଏ ନେଇ ବିଗ୍‌ ବି ସୋସିଆଲ ମିଡିଆରେ ଏହି ଖବର ସେୟାର କରିଛନ୍ତି।

ରବିବାର ଦିନ ବିଗ୍ ବି ଇନଷ୍ଟାଗ୍ରାମରେ ଟିକାକରଣ କେନ୍ଦ୍ରରୁ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି।

ଏ ନେଇ ଅମିତାଭ ବଚ୍ଚନ କ୍ୟାପ୍‌ସନରେ ଲେଖିଛନ୍ତି ଯେ “ଦୁସ୍‌ରା ଭୀ ହୋ ଗୟା।

Leave A Reply

Your email address will not be published.