ମୁମ୍ବାଇ: ଫ୍ରେଣ୍ଡଶିପ ଦିବସରେ ୩ ବନ୍ଧୁଙ୍କ ଉପରେ ଆଧାରିତ ଫିଲ୍ମ ଉଁଚ୍ଚାଇର ଫାଷ୍ଟ ଲୁକ ପୋଷ୍ଟର ଜାରୀ ହୋଇଛି । ଅମିତାଭ ବଚ୍ଚନ ସୋସିଆଲ ସାଇଟରେ ପୋଷ୍ଟର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ଏହା ଏବେ ଭାଇରାଲ ହେବାରେ ଲାଗିଛି । ଅମିତାଭଙ୍କ ବ୍ୟତୀତ ରାଜଶ୍ରୀ ଓ ସୁରଜ ବଡଜାତ୍ୟାଙ୍କ ଏହି ଫିଲ୍ମରେ ଅମିତାଭ, ଅନୁପମ ଖେର, ବୋମନ ଇରାନୀ ୩ ବନ୍ଧୁ ହୋଇଛନ୍ତି । ୧୧ ନଭେମ୍ବର ୨୦୨୨ରେ ଉଁଚାଇ ଥିଏଟରରେ ରିଲିଜ ହେବ । ନୀନା ଗୁପ୍ତା ଓ ପରିଣତୀ ଚୋପ୍ରା ମଧ୍ୟରେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ଅମିତାଭ ,ବେ ବ୍ରହ୍ମାସ୍ତ୍ର, ଗୁଡବାୟ ଓ ଦି ଇଟର୍ଣ୍ଣର ରିମେକରେ ବ୍ୟସ୍ତ ଅଛନ୍ତି । କିପରି ପ୍ରତିକୂଳ ପରିସ୍ଥିତିରେ ୩ ବନ୍ଧୁ ଉଚ୍ଚତମ ଗିରିଶୃଙ୍ଗ ଚଢ଼ିଛନ୍ତି ତାହା ଏଥିରେ ଦର୍ଶାଯାଇଛି । ଦର୍ଶକଙ୍କୁ ଏହାର ଥିମ ପସନ୍ଦ ଆସୁଥିବାରୁ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି ।
BREAKING NEWS
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍

Comments are closed.