Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶରେ ଜୁନ୍‌ ୩୦ ଯାଏ ବଢିଲା କରୋନା କର୍ଫ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜୁନ୍‌ ୩୦ ଯାଏ ବଢିଲା କରୋନା କର୍ଫ୍ୟୁ। କଟକଣାରେ କିଛିଟା କୋହଳ କରିଛନ୍ତି ଆନ୍ଧ୍ର ସରକାର।  ଏହାସହିତ ଦୈନିକ ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ବଳବତ୍ତର ରହିବ।

ରିପୋର୍ଟ ଅନୁଯାୟୀ ଶୁକ୍ରବାର ଦିନ କରୋନା ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନ୍ ମୋହନ ରେଡ୍ଡୀ ଏହା ଘୋଷଣା କରିଛନ୍ତି।

Leave A Reply

Your email address will not be published.