Latest Odisha News

BREAKING NEWS

Browsing Tag

Corona curfew

ସେପ୍ଟେମ୍ବର ୬ ଯାଏ ଏହି ରାଜ୍ୟରେ ବଢିଲା କରୋନା କର୍ଫ୍ୟୁ

ପାଣାଜୀ: ଗୋଆରେ ପୁଣି ବଢିଲା କରୋନା କଟକଣା। ଗୋଆ ସରକାର ପୁଣି ଥରେ ରାଜ୍ୟବ୍ୟାପୀ କରୋନା କର୍ଫ୍ୟୁକୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରବିବାର ଦିନ ଏଥିପାଇଁ ଗୋଆ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୨୪ ଘଣ୍ଟିଆ କର୍ଫ୍ୟୁ ପ୍ରଥମେ ଚଳିତ ବର୍ଷ ମେ ୯ରେ…

ଏହି ରାଜ୍ୟରେ ୨୪ ଯାଏ ବଢିଲା କରୋନା କର୍ଫ୍ୟୁ

ଡେରାଡୁନ୍: ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ନେଇ ଚିନ୍ତା ମଧ୍ୟରେ ଉତ୍ତରାଖଣ୍ଡ ସରକାର ସୋମବାର ଦିନ ଅଗଷ୍ଟ ୧୭ ସକାଳ ୬ଟା ରୁ ୨୪ ଅଗଷ୍ଟ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ କରୋନା କଟକଣାକୁ ବୃଦ୍ଧି କରିଛନ୍ତି। କର୍ଫ୍ୟୁ ସମୟରେ ଟିକାକରଣ ଅଭିଯାନ ଜାରି ରହିବ ବୋଲି ରାଜ୍ୟ ସରକାର କହିଛନ୍ତି।…

ଏହି ରାଜ୍ୟରେ ଆଉ ସପ୍ତାହେ ବଢିଲା କରୋନା କର୍ଫ୍ୟୁ

ଡେରାଡୁନ୍: ଉତ୍ତରାଖଣ୍ଡରେ ପୁଣି ବଢିଲା କରୋନା କଟକଣା। ଏ ନେଇ କ୍ୟାବିନେଟ ମନ୍ତ୍ରୀ ସୁବୋଧ ୟୁନିୟାଲ ସୋମବାର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଉତ୍ତରାଖଣ୍ଡରେ ପୂର୍ବରୁ ଲାଗୁ ହୋଇଥିବା କରୋନା କର୍ଫ୍ୟୁକୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ…

ଜୁଲାଇ ୧୩ ଯାଏ ଏହି ରାଜ୍ୟରେ ବଢିଲା କରୋନା କର୍ଫ୍ୟୁ

ଡେରାଡୁନ୍‌: ସୋମବାର ଉତ୍ତରାଖଣ୍ଡ ସରକାର କୋଭିଡ କର୍ଫ୍ୟୁକୁ ଜୁଲାଇ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ନେଇ ଉତ୍ତରାଖଣ୍ଡ ସରକାର ଆଜି ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଜୁଲାଇ ୧୩ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ ରହିବ। ମଲ୍‌ଗୁଡିକ ୫୦ ପ୍ରତିଶତ କ୍ଷମତାରେ ଖୋଲିବ ଏବଂ…

ଆନ୍ଧ୍ରପ୍ରଦେଶରେ ଜୁନ୍‌ ୩୦ ଯାଏ ବଢିଲା କରୋନା କର୍ଫ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜୁନ୍‌ ୩୦ ଯାଏ ବଢିଲା କରୋନା କର୍ଫ୍ୟୁ। କଟକଣାରେ କିଛିଟା କୋହଳ କରିଛନ୍ତି ଆନ୍ଧ୍ର ସରକାର।  ଏହାସହିତ ଦୈନିକ ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ବଳବତ୍ତର ରହିବ। ରିପୋର୍ଟ ଅନୁଯାୟୀ ଶୁକ୍ରବାର ଦିନ କରୋନା ଉପରେ ଏକ ଉଚ୍ଚ…

ଉତ୍ତରାଖଣ୍ଡରେ ଜୁନ୍‌ ୨୨ ଯାଏ ବଢିଲା କରୋନା କର୍ଫ୍ୟୁ

ଡେରାଡୁନ୍‌: ଉତ୍ତରାଖଣ୍ଡ ସରକାର ଆଜି କରୋନା କର୍ଫ୍ୟୁକୁ ପୁଣି ବୃଦ୍ଧି କରିଛନ୍ତି। ଏହି କର୍ଫ୍ୟୁ ଜୁନ୍‌ ୨୨ ଯାଏ ଲାଗୁ ହେବ। ପୁର୍ବରୁ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ୧୫ ଜୁନ୍‌ରେ ଶେଷ ହେବାକୁ ଥିଲା। ତେବେ ଏହି କଟକଣାକୁ କିଛି ମାତ୍ରାରେ କୋହଳ ମଧ୍ୟ କରାଯାଇଛି। ଚାମୋଲି,…

ଏହି ରାଜ୍ୟରେ ଜୁନ୍‌ ୨୧ ଯାଏ ବଢିଲା କରୋନା କର୍ଫ୍ୟୁ

ପାଣାଜୀ: ଗୋଆରେ ବଢିଲା କରୋନା କଟକଣା। କରୋନା କର୍ଫ୍ୟୁକୁ ଜୁନ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଗୋଆ ସରକାର। ରାଜ୍ୟରେ ପଜିଟିଭିଟି ହାର ୧୪ ପ୍ରତିଶତ ରହିଛି। ଏହି କଟକଣା ମଧ୍ୟରେ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି। ଏହି ଅବଧି ମଧ୍ୟରେ ବାର୍, ରେଷ୍ଟୁରାଣ୍ଟ, ଦୋକାନ, ନଦୀ…

ଏହି ରାଜ୍ୟରେ ଜୁନ୍‌ ୨୦ ଯାଏ ବଢିଲା କରୋନା କର୍ଫ୍ୟୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ପୁଣି ବଢିଲା କରୋନା କର୍ଫ୍ୟୁ। ଜୁନ୍‌ ୨୦ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି ଆନ୍ଧ୍ର ସରକାର। ଏ ନେଇ ଆନ୍ଧ୍ର ସରକାର ସୋମବାର ପୂର୍ବରୁ ଜାରି ରହିଥିବା କରୋନା କର୍ଫ୍ୟୁ ଅବଧିକୁ ଜୁନ୍ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ କରୋନା କର୍ଫ୍ୟୁ ବଢିବା…

ଉତ୍ତରପ୍ରଦେଶରେ ହଟିଲା କରୋନା କର୍ଫ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହଟିଲା କରୋନା କର୍ଫ୍ୟୁ। କିଛି ସ୍ଥାନକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ ‌କରୋନା ଲକ୍‌ଡାଉନ୍‌କୁ ଉଠାଇ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର। ମିରଟ, ସାହାରନପୁର ଏବଂ ଗୋରଖପୁର ବ୍ୟତୀତ ସମସ୍ତ ଅନ୍ୟ ସମସ୍ତ ଜିଲ୍ଲାରେ କୋଭିଡ କର୍ଫ୍ୟୁକୁ ହଟାଇ ଦେଇଛନ୍ତି ସରକାର।…

ଆନ୍ଧ୍ରପ୍ରଦେଶରେ ଜୁନ୍‌ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜୁନ୍‌ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ। ଏ ନେଇ ଆନ୍ଧ୍ର ସରକାର ସୋମବାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ "ଆନ୍ଧ୍ରପ୍ରଦେଶରେ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି।" ଆଜି କର୍ଫ୍ୟୁର ଅବଧି…