ଭୁବନେଶ୍ୱର: ଅନୁଗୁଳର ଇପସିତା ଅଭିନନ୍ଦିତା ମିଶ୍ର ଚଳିତ ଥର ଓଡିଶା ବିଚାରବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ ଟପ୍ପର ହୋଇଛନ୍ତି ।
ଓଡିଶା ଲୋକସେବା ଆୟୋଗ (ଓପିଏସସି) ସୋମବାର ଦିନ ଏହାର ଫଳାଫଳ ଘୋଷଣା କରିଛି।
ଭୁବନେଶ୍ୱରସ୍ଥିତ ୟୁନିଭର୍ସିଟି ଲ’ କଲେଜରୁ ଇପସିତା ନିଜର ସ୍ନାତକ ସମାପ୍ତ କରିଥିବାବେଳେ ପରବର୍ତ୍ତୀ ସମୟରେ ସେ ଅନୁଗୁଳ ଜିଲ୍ଲା କୋର୍ଟରେ ଓକିଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଏଲଏଲଏମରେ ମାଷ୍ଟର ଡିଗ୍ରୀ ମଧ୍ୟ କରିଛନ୍ତି ।
Comments are closed.