Latest Odisha News

BREAKING NEWS

ଅନଶନ ନିଷ୍ପତିରୁ ଓହରିଲେ ଆନ୍ନା ହଜାରେ, ସାମାନରେ ସମାଲୋଚନା

ମୁମ୍ବାଇ: କୃଷି ଆଇନକୁ ବିରୋଧ କରି ସମାଜସେବୀ ଆନ୍ନା ହଜାରେ ଅନଶନରେ ବସିବେ ବୋଲି ଘୋଷଣା କରିଥିଲେ । ତେବେ ରବିବାର ସେ ଏହି ନିଷ୍ପତିରୁ ଓହରି ଯାଇଛନ୍ତି । ଦେବେନ୍ଦ୍ର ଫଡନାଭିସ ଓ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତି ବଦଳାଇଥିବା ଅନୁମାନ କରାଯାଉଛି ।

ତେବେ ଶିବସେନା ମୁଖପାତ୍ର ସାମନାରେ ଆନ୍ନାଙ୍କୁ ସମାଲୋଚନା କରାଯାଇଛି । ଆମେ ଏ ଭଳି କିଛି ହେବ ବୋଲି ଆଶା କରିଥିଲୁ । ମନମୋହନ ସିଂ ସରକାର ସମୟରେ ଆନ୍ନା ଯେଉଁଭଳି ଆନ୍ଦୋଳନ କରୁଥିଲେ ବିଜେପି ବେଳେ ସେଭଳି କରୁ ନାହାନ୍ତି ।

Leave A Reply

Your email address will not be published.