କଟକ: ରାଜ୍ୟରେ ବଢ଼ୁଛି କାୟା ବିସ୍ତାର କରି ଚାଲିଛି କରୋନା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟେଷ୍ଟ ସଂଖ୍ୟା ମଧ୍ୟ ବଢ଼ାଇଛନ୍ତି । କରୋନା ମହାମାରୀ ଯୋଗୁଁ କଟକରେ ଆଂଟିଜେନ୍ ଟେଷ୍ଟ ଆରମ୍ଭ ହେବ । ଆସନ୍ତା ମଙ୍ଗଳବାରଠାରୁ ଏହି ଟେଷ୍ଟ ହେବ । ଏହାଦ୍ୱାରା ଏହାଦ୍ୱାରା ଲୋକଙ୍କର କୋଭିଡ ଷ୍ଟାଟସ୍ ୨ରୁ ୩ଘଣ୍ଟା ମଧ୍ୟରେ ଜଣାପଡିବ । ଏହା ସହ ମେଡିକାଲକୁ ଆସିଥିବା ଲୋକଙ୍କର କୋଭିଡ ଷ୍ଟାଟସ ମଧ୍ୟ ଜାଣିହେବ । ଏନେଇ କଟକରେ ବୈଠକ ପରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି ।
BREAKING NEWS
- ପୁଣି ମହାନଦୀରେ ଛୋଟ ବନ୍ୟା ଆଶଙ୍କା, ମୁଣ୍ଡଳୀରେ ବଢ଼ୁଛି ପାଣି
- ୭ ବର୍ଷ ପରେ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ!
- ଚନ୍ଦନପୁର ଗୋଷ୍ଠୀ ସଂଘର୍ଷରେ ୪ ଆହତ: ଜଳିଗଲା କୁଡ଼ିଆ ଘର, ପୋଲିସ କଲା ଫ୍ଲାଗମାର୍ଚ୍ଚ
- ଗିରଫ ହେବେ କି କଣ୍ଠଶିଳ୍ପୀ ସୌରିନ ଭଟ୍ଟ? ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
- ଆଫଗାନିସ୍ତାନ ବିପକ୍ଷ ସିରିଜରେ ଅଭିଷେକଙ୍କ ଜାଗାରେ ସଞ୍ଜୁ !
- ଅନ୍ଧବିଶ୍ୱାସକୁ ବିଶ୍ୱାସ! ଗୁଣିଆର ଔଷଧ ଖାଇ ଚାଲିଗଲା ଦମ୍ପତିଙ୍କ ଜୀବନ
- Monsoon Session: ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ, ଆସିପାରେ ବଡ଼ ବିଲ୍
- ଘାତକ ହେଉଛି ସର୍ପାଘାତ: ଦିନକରେ ସାପ କାମୁଡାରେ ଗଲା ୬ ଜଣଙ୍କର ଜୀବନ
- Kisses Covers Car: ଭାଇରାଲ୍ ନିଶାରେ କାର୍କୁ ୩,୪୦୦ କିସ୍ କଲେ ଗଲଫ୍ରେଣ୍ଡ୍! ଗଣିଲେ ତଣ୍ଡ…ଶେଷରେ ପୋଲିସ୍ ପୋଛିଲା ଲିପଷ୍ଟିକ୍ ଦାଗ!
- ମୁଁ ଆଉ ପାରୁନି; ରାଜନୀତିରୁ ଅବସର ନେବେ କି ନୀତିନ ଗଡକରୀ!

Comments are closed.