Latest Odisha News

BREAKING NEWS

Browsing Tag

Antigen test

‘ରାଜ୍ୟରେ ଦିନକୁ ହେବ ଲକ୍ଷେ ଟେଷ୍ଟ’

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟରେ ବଢ଼ିବ ଟେଷ୍ଟ ସଂଖ୍ୟା । ଦିନକୁ ଏକ ଲକ୍ଷ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ରାପାଡ ଆଂଟିଜେନ୍ ଟେଷ୍ଟ ମଧ୍ୟ ବଢ଼ିବ । ଏନେଇ ଆଜି ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ଭୁବନେଶ୍ୱରର ବିଭିନ୍ନ କର୍ପୋରେସନରେ…

ରାଜଧାନୀରେ ସାମ୍ବାଦିକଙ୍କର ହେଲା କୋଭିଡ ୧୯ ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ୱର: ପ୍ରତିଦିନ ଖବର ସଂଗ୍ରହ କରିବା ପାଇଁ ସାମ୍ବାଦିକମାନେ ଫିଲ୍ଡ ଯିବାକୁ ବାଧ୍ୟ ହୋଇଥାନ୍ତି । କରୋନା ସଂକ୍ରମଣ ଭୟରେ ସମସ୍ତଙ୍କୁ ଦରକାର ନ ଥିଲେ ବାହାରକୁ ନ ଯିବା ପାଇଁ ସତର୍କ କରୁଛନ୍ତି ସରକାର । କିନ୍ତୁ ଖବର ସଂଗ୍ରହ ପାଇଁ ସେ ବାହାରକୁ ଯିବାକୁ ବାଧ୍ୟ । ତେଣୁ ପ୍ରତିଟି ସମୟରେ…

ଘରୋଇ ଲ୍ୟାବରେ ୪୫୦ ଟଙ୍କାରେ ଆଣ୍ଟିଜେନ୍ ଟେଷ୍ଟ

ଭୁୁବନେଶ୍ୱର: ଏଣିକି ଘରୋଇ ଲ୍ୟାବରେ ହୋଇପାରିବ ଆଂଟିଜେନ୍ ଟେଷ୍ଟ । ଏଥିପାଇଁ ଖର୍ଚ୍ଚ ହେବ ମାତ୍ର ୪୫୦ ଟଙ୍କା । ଏନେଇ ରାଜ୍ୟ ସରକାର ଟଙ୍କା ଧାର୍ଯ୍ୟ କରିଛନ୍ତି । ଆଇସିଏମଆର୍ ନିୟମ ମାନି ଟେଷ୍ଟ କରିବାକୁ ଘରୋଇ ଲ୍ୟାବକୁ ଅନୁମତି ମିଳିଛି । ଆଂଟିଜେନ୍ ଟେଷ୍ଟ ଦ୍ୱାରା ଲୋକେ କରୋନାରେ…

କଟକରେ ହେବ ଆଣ୍ଟିଜେନ୍ ଟେଷ୍ଟ

କଟକ: ରାଜ୍ୟରେ ବଢ଼ୁଛି କାୟା ବିସ୍ତାର କରି ଚାଲିଛି କରୋନା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟେଷ୍ଟ ସଂଖ୍ୟା ମଧ୍ୟ ବଢ଼ାଇଛନ୍ତି । କରୋନା ମହାମାରୀ ଯୋଗୁଁ କଟକରେ ଆଂଟିଜେନ୍ ଟେଷ୍ଟ ଆରମ୍ଭ ହେବ । ଆସନ୍ତା ମଙ୍ଗଳବାରଠାରୁ ଏହି ଟେଷ୍ଟ ହେବ । ଏହାଦ୍ୱାରା ଏହାଦ୍ୱାରା ଲୋକଙ୍କର କୋଭିଡ…