ମୁମ୍ବାଇ: ଖୁବ୍ଶୀଘ୍ର ବଲିଉଡର ସୁପର ଷ୍ଟାର ସିଙ୍ଗର ତଥା ଅଭିନେତା ସ୍ୱର୍ଗତ କିଶୋର କୁମାରଙ୍କ ଆସିବ ବାୟୋପିକ୍ । ଏନେଇ ନିର୍ଦ୍ଦେଶକ ଅନୁରାମ ବାସୁ ଘୋଷଣା କରିଛନ୍ତି । ସେ କିଶୋର କୁମାରଙ୍କ ଜୀବନୀ ଉପରେ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ତେବେ ଏହି ଫିଲ୍ମର ଲିଡ୍ ରୋଲ୍ ତଥା କିଶୋର କୁମାରଙ୍କ ଭୂମିକାରେ ରଣବୀର କପୁରଙ୍କୁ ପ୍ରସ୍ତାବ ଦିଆଯାଇଛି । ରଣବୀର ମଧ୍ୟ ଏହି ଫିଲ୍ମ ପାଇଁ ହଁ କରିଛନ୍ତି । ଏହି ଫିଲ୍ମକୁ ନେଇ ସେ ବେଶ୍ ଉତ୍ସାହ ମଧ୍ୟ ଅଛନ୍ତି । ଆସନ୍ତା ମାସରେ ସ୍କ୍ରିନ ଟେଷ୍ଟ ଆରମ୍ଭ ହେବ ।
ପୂର୍ବରୁ ଅନୁରାଗ ଓ ରଣବୀର ‘ବର୍ଫି’ ଫଲ୍ମରେ ଏକାଠି କାମ କରିସାରିଛନ୍ତି । ଏହି ଫିଲ୍ମଟି ବକ୍ସ ଅଫିସ୍ରେ ସୁପରହିଟ୍ ମଧ୍ୟ ହୋଇଥିଲା । ତେବେ ପୁଣି ଥରେ ଏଇ ଯୋଡି ଏକାଠି କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ରଣବୀର ଅପଜିଟ୍ରେ ଅନୁରାଗ, ଦୀପିକା ପାଦୁକୋନ ଓ ସୋନମ କପୁରଙ୍କୁ ନେବା ପାଇଁ ଯୋଜନା ଚାଳାଇଛନ୍ତି । ତେବେ ରଣବୀରଙ୍କ ଅପଜିଟ୍ରେ କିଏ ରହିବ ସେ ନେଇ ବର୍ତ୍ତମାନ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
BREAKING NEWS
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
- ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
Comments are closed.