Latest Odisha News

BREAKING NEWS

ଭୁବନେଶ୍ୱରର ୩ ସ୍ଥାନରେ ଅପରାଜିତା ଷଡଙ୍ଗୀଙ୍କ ବୈଠକ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସକୁ ବିଏମସି ୧୫ ଦିନ ପାଇଁ ସିଲ୍ କରିଦେଇଛି । ଯାହା ପରେ ରବିବାର ଦିନ ଘୋଷଣା କରିଛନ୍ତି ଯେ ସେ ଭୁବନେଶ୍ୱରର ୩ଟି ସ୍ଥାନରେ ଜନସାଧାରଣ ବୈଠକ ଅନୁଷ୍ଠିତ କରିବେ ।

ସେ କହିଛନ୍ତି ଯେ ଏହି ଅବଧି ମଧ୍ୟରେ ରାଜରାସ୍ତା, ମୋ ଅଫିସ୍ ଓ ଘର ବାହାରେ ଆଦି ସ୍ଥାନରେ କାର୍ଯ୍ୟକ୍ରମ କରାଯିବ ।

 

Leave A Reply

Your email address will not be published.