ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷା ବର୍ଷରେ କମନ୍ ପିଜି ଏଣ୍ଟ୍ରାସ୍ ଟେଷ୍ଟ (ସିପିଇଟି)ର ଆବେଦନ ଅବଧି ବଢିଲା ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଏକ ବିଜ୍ଞପ୍ତି ଜାରି କରାଯାଇଛି । ତଦନୁଯାୟୀ ପ୍ରାର୍ଥୀ ମାନେ ଅଗଷ୍ଟ ୩୧ ପରିବର୍ତ୍ତେ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ (ରାତି ୧୧ଟା ୪୫ମି.) ମଧ୍ୟରେ ପରୀକ୍ଷା ଦେବା ପାଇଁ ନିଜ ନାମ ରେଜିଷ୍ଟର କରିପାରିବେ ।
ଛାତ୍ରଛାତ୍ରୀ ମାନେ www.dheodisha.gov.in / www.samsodisha.gov.in ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ ।
Comments are closed.