Latest Odisha News

BREAKING NEWS

ଆରମ୍ଭ ହେଲା ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠାରୁ ରାଜଧାନୀର ଆରଟିଓ -୧ରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଲର୍ଣ୍ଣିଂ ଲାଇସେନ୍ସ ଥିବା ଗାଡି ଚାଳକ ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବେ । ସେପଟେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ ବି ଚାଲିଛି । କରୋନା ପାଇଁ ଏହି ଆବେଦନ କିଛି ଦିନ ହେଲା ବନ୍ଦ ରହିଥିଲା । ତେଣୁ ଲୋକଙ୍କୁ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ୍ ନବୀକରଣ ଭଳି କାର‌୍ୟ୍ୟପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.