Latest Odisha News

BREAKING NEWS

ନୂଆ ରୂପରେ ଫେରୁଛନ୍ତି ଗାୟକ ଅରିଜିତ ସିଂ

ନୂଆଦିଲ୍ଲୀ: ‘କ୍ୟୁଁକି ତୁମ୍‌ ହି ହୋ’ ଗୀତ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଥିବା ଅରିଜିତ ସିଂ ଏବେ ଏକ ନୂଆ ଢଙ୍ଗରେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି।

BjdElectrycity

ଅରିଜିତ ସିଂ ନେଟଫ୍ଲିକ୍ସ ଫିଲ୍ମ ପାଗ୍ଲାଇଟ୍ ମାଧ୍ୟମରେ ପ୍ରଥମଥର ପାଇଁ ସଙ୍ଗୀତ ରଚନା କରିବାକୁ ଯାଉଛନ୍ତି। ଯେଉଁଥିରେ ସନୟା ମଲହୋତ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିବେ।

ଚନା ମେରେୟା, ଦିଲ୍‌ ସମ୍ଭଲଜା ଜରା, ଅଗର ତୁମ୍‌ ସାଥ୍‌ ହୋ, ତୁଝେ କିତ୍‌ନା ଚାହାନେ ଲଗେ, ତୁ ହି ୟାର୍‌ ମେରା, ଖେରିୟତ୍‌, ତେରା ୟାର୍‌ ହୁଁ ମୈ, ତେରା ଫିତୁର, ମେ ତେରା ବଏ୍‌ଫ୍ରେଣ୍ଡ୍‌ ଭଳି ହିଟ୍‌ ଗୀତ ଗାଇ ଦର୍ଶକଙ୍କ ମନୋରଞ୍ଜନ କରିଆସିଛନ୍ତି ଅରିଜିତ। ତେବେ ବର୍ତ୍ତମାନ ଏକ ଭିନ୍ନ ଅନ୍ଦାଜରେ ସେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି।

Leave A Reply

Your email address will not be published.